Home Posts tagged Jajpur district (Page 11)
Odisha News
ଯାଜପୁର,୧୫/୫ : ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଉକ୍ତ ଅଧିକାରୀ ଜଣକ ଅସିତ କୁମାର ପାତ୍ର ।ଏକକାଳୀନ ଯାଜପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି କରିଛନ୍ତି । ଆୟଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଚଢାଉ […]Continue Reading
Top Stories
By Akshya Rout Jajpur,May 8 : Dharamasala MLA Himanshu sekhar Sahoo  on Wednesday hailed the ‘Operation Sindoor’ by Indian armed forces against terror camps in Pakistan and Pakistan-occupied Kashmir, and said the country stands united with its brave soldiers. He  expressed his gratitude to the armed forces by mentioning “Jai Hind” in his Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୫/୪ : ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଶିଷ୍ଟ ଲେଖକ ଜୟ ପ୍ରକାଶ ନାୟକ ।ପ୍ରଶାନ୍ତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆତଙ୍କବାଦୀଙ୍କୁ କୌଣସି ଦୟା ଦେଖାଯିବା ଉଚିତ ନୁହେଁ ବୋଲି କହିଛନ୍ତି ଜୟ ପ୍ରକାଶ ।ସେମାନଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ । ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୃତକଙ୍କ ପାଇଁ ବି ଶୋକ ପ୍ରକାଶ କରିଛନ୍ତି Continue Reading
Odisha News
ଯାଜପୁର, ୨୦/୪ : ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁକନ୍ୟା। କିନ୍ନର ବେଶରେ ଆସି ଶିଶୁକନ୍ୟା ଚୋରି କରିବାକୁ ଉଦ୍ୟମ କରିଥିଲେ କିଛି ଦୁର୍ବୁତ୍ତ। ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଅପହରଣ ହେବାର ତିନି ଦିନ ପରେ ଦୁଇ ପିଲା ଚୋରକୁ ଧରି ଥାନାରେ ପହଞ୍ଚିଲା କିନ୍ନର ସଂଘ। ଦୁଇ ଅଭିଯୁକ୍ତ କିନ୍ନର ବେଶରେ ପିଲାଚୋରି କରିଥିବା ଅଭିଯୋଗ ହୋଇଛି। ଥାନାରେ ଦୁଇ ଅଭିଯୁକ୍ତ ଅଧିକ ପଚରାଉଚରା କରୁଛି।ସୂଚନା ଅନୁସାରେ, ଗତ୧୭ ତାରିଖରେ ଶିଶୁ କନ୍ୟାଟି […]Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର, ୨୭/୩ : ବେଶ କିଛି ଦିନ ହେବ ଖଣିଜ ସମ୍ପଦ ଲୁଟ ନେଇ ଜିଲା ଠୁ ଆରମ୍ଭ କରି ବିଧାନ ସଭା ପର୍ଯ୍ୟନ୍ତ ହୋହାଲ୍ଲା ଚାଲିଛି । ଏହି ଖଣି ଚୋରି କୁ ରୋକିବା ପାଇଁ ଆକ୍ସନ ମୁଡ ରେ ଏବେ ଖଣି ବିଭାଗ ଯାଜପୁର ଜିଲ୍ଲା ଗତ ମଙ୍ଗଳବାର ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର କଳାପଥର ଖାଦାନ ଉପରେ ଖଣି ଉପନିର୍ଦେଶକ ଜୟପ୍ରକାଶ ନାୟକଙ୍କ ନେତୃତ୍ବରେ ସ୍ବତନ୍ତ୍ର […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର , ୨୪/୩ : ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ Continue Reading
Top Stories
By Akshya Rout  Jajpur, MAR 18 : The Dharmasala police here organised a two-day Holi festival, which is popularly called as Munsi Melan which was ended on Friday . “Since 1877, the police have been organising the festival of colour with mirth and merriment in Dharmasala. Gopinath Parija, popularly known as Daroga Munshi of Dharmasala, […]Continue Reading