ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୨/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି ଓଡ଼ିଶାର ପାରମ୍ପରିକ କଳା ସଂସ୍କୃତିର ଏକ ଅନୁପମ ଝଲକ। ସନ୍ଧ୍ୟା ଦୀପ ପ୍ରଜ୍ଜ୍ୱଳନ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସରସ୍ୱତୀ କଳା ନିକେତନ ଦ୍ଵାରା ଓଡ଼ିଶୀ ନୃତ୍ୟ, ବ୍ୟାସଶ୍ରୀ କଳା ନିକେତନ ଦ୍ଵାରା ଢେମସା ନୃତ୍ୟ, କଳିଙ୍ଗ ଭାରତୀ ଗ୍ରୁପ୍ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।ମୟୂରଭଞ୍ଜରୁ ଆସିଥିବା Continue Reading




