
ଯାଜପୁର, ୪/୧: ରାଉରକେଲା ପରେ ଯାଜପୁରରେ ବନ୍ଧୁକ ମୁନରେ ଏକ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଛି । ଲୁଟ୍ ବେଳେ ଲୁଟେରାଙ୍କ ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।ମୃତକ ଜଣକ ହେଲେ ନୀଳମାଧବ ପଣ୍ଡା ଏବଂ ଗୁରୁତର ହେଲେ ସୁନୀଲ ରାୟ । ନୀଳମାଧବ ପଣ୍ଡା ବିଦ୍ୟୁତ ବିଭାଗର ଡ୍ରାଇଭର ହୋଇଥିବାବେଲେ ସୁନୀଲ ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାରର କର୍ମଚାରୀ ବୋଲି ଜଣାପଡ଼ିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, […]Continue Reading