
ପ୍ରତ୍ୟେକ ବର୍ଷ ଭାରତ ସମେତ ସମଗ୍ର ବିଶ୍ୱରେ ମେ’ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ଭାରତରେ ୧୯୨୩ ମସିହା ଠାରୁ ଶ୍ରମିକ ଦିବସକୁ ଭିନ୍ନଭିନ୍ନ ନାମରେ ଯଥା ଶ୍ରମିକ ଦିବସ, ଆନ୍ତର୍ଜାତୀୟ ଶ୍ରମିକ ଦିବସ ଓ ମଇ ଦିବସ ଭାବରେ ମଧ୍ୟ ପାଳନ କରାଯାଇଆସୁଅଛି ମେ’ ୧ ତାରିଖ ବିଶ୍ୱର ଶ୍ରମିକ ଏବଂ ଶ୍ରମିକ ସାମାଜିକ ଶ୍ରେଣୀକୁ ଉତ୍ସର୍ଗୀକୃତ ଅଛି । ଚୀନ୍, ଟାଜାଂନିଆ, ଜିମ୍ବାୱେ, ଦକ୍ଷିଣ ଆଫ୍ରିିକା ଓ […]Continue Reading