Home Posts tagged ganja seized (Page 2)
Odisha News
ବସ୍ତା,9/2: ବସ୍ତା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ୬୦ ନମ୍ବର ଜାତୀୟ ରାଜପଥ ଅମର୍ଦାରୋଡ଼ ବାଇପାସ ନିକଟରୁ ପାଖାପାଖି ୧ କୋଟି ଟଙ୍କାର ଅଫିମ ଜବତ କରିଛି ଅବକାରୀ ବିଭାଗ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଅମର୍ଦାରୋଡ ବାଇପାସ ନିକଟରୁ ବସ୍ତା ଓ ଜଳେଶ୍ୱର ଅବକାରୀ ବିଭାଗ ଏବଂ ଅବକାରୀ ସ୍ୟାଟଲାଇଟ ୟୁନିଟ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୯୯୦ ଗ୍ରାମର ଅଫିମ […]Continue Reading
Odisha News
କୋରାପୁଟ,୨୪/୧: ମାଛକୁଣ୍ଡ ପୁଲିସ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘରୁ ୧୨୩ କେଜି ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗାଁର ତ୍ରିନାଥ ଖରାଙ୍କ ଘରୁ ମାଛକୁଣ୍ଡ ପୁଲିସ ଚୋରାଚାଲାଣ କରାଯାଉଥିବା ୧୨୩ କିଲୋଗ୍ରାମ ଶହେ ଗ୍ରାମ ଜବତ କରିଛି।ଏ ବିଷୟରେ ପୂର୍ବ ସୂଚନା ପାଇବା ପରେ ମାଛକୁଣ୍ଡ ପୁଲିସ ତ୍ରିନାଥଙ୍କ ଘରେ ଚଢ଼ଉ କରିଥିଲା। ତେବେ Continue Reading
Odisha News
କୋରାପୁଟ,୨୧/୨ : ବହି ଖାତା ବଦଳରେ ସ୍କୁଲ ବ୍ୟାଗରେ ପଶିଥିଲା ଗଞ୍ଜେଇ । ସ୍କୁଲ, କଲେଜ ଯିବା ବଦଳରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ ୪ ଯୁବକ। ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣରେ ମାହିର ମାଫିଆ ଏଥର ପୁଲିସ୍ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାହାର କରିଛନ୍ତି। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ ସହ […]Continue Reading
Odisha News
ଲମତାପୁଟ, ୧୦/୭ : ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ଜଲାହଞ୍ଜର ଗ୍ରାମକୁ ଗଞ୍ଜେଇ ଚାଲଣ ବେଳେ ମାଡ଼ିବସିଲା ପୋଲିସ।ପୋଲସ ପେଟ୍ରୋଲିଂ କରୁଥିବା ବେଳେ ଦେଉଳପଡ଼ା ଛକରେ ଗଞ୍ଜେଇ କାଉଡ଼ି ନେଇ ରାସ୍ତା ପାର ହେଉଥିବା ବେଳେ ପୋଲିସ ଗାଡ଼ି ଦେଖି ମାଫିଆମାନେ ଗଞ୍ଜେଇ ଛାଡ଼ି ଦୌଡ଼ି ଚାଲିଯାଇଥିଲେ। ଘଟଣାସ୍ଥଳରୁ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି।୧୦ଟି ବସ୍ତାରେ ପ୍ରାୟ ୨ କୁଇଁଣ୍ଟାଲ ୭୦ କେ.ଜି ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୨୭ଲକ୍ଷ ଟଙ୍କା […]Continue Reading
Odisha News
ଭୁବନେଶ୍ୱର, ୧୮/୩: ମା’ ଗଞ୍ଜେଇ ଚୋରାଚାଲାଣର ଥିଲା ମାଷ୍ଟରମାଇଣ୍ଡ। ମା’କୁ ଏହି କାମରେ ସାହାଯ୍ୟ କରୁଥିଲା ଏମ୍ସିଏ ପଢ଼ୁଆ ପୁଅ। ମା’ପୁଅ ଗଞ୍ଜେଇ ବିକ୍ରି କରି ହେଉଥିଲେ ମାଲେମାଲ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ମା’ପୁଅକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଆଜି ମା’ପୁଅକୁ କୋର୍ଟ ଚାଲାଣ କରାଯିବ।ସୂଚନା ଅନୁସାରେ, ମା’ ପୁଅ ଭୁବନେଶ୍ୱର ଭରତପୁର ସ୍ଥିତ ଘରେ ଗଞ୍ଜେଇ […]Continue Reading
Seo wordpress plugin by www.seowizard.org.