ଭୁବନେଶ୍ୱର,୧୭/୧୦ : ଭୁବନେଶ୍ୱର ବିମାନବନ୍ଦରରୁ ବ୍ୟାଙ୍କକ୍ରୁ ଆସିଥିବା ୫ କେଜିରୁ ଊର୍ଦ୍ଧ୍ୱ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କଲା କଷ୍ଟମ୍ସ ବିଭାଗ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଛି।ସୂଚନା ଅନୁଯାୟୀ ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ବ୍ୟାଗ୍ ଭିତରେ ସ୍ୱତନ୍ତ୍ର ଭାବେ ତିଆରି ଗୁପ୍ତ ଚାମ୍ବରରେ ଏହି ପ୍ୟାକେଟ୍ଗୁଡ଼ିକୁ ଲୁଚାଇ ରଖିଥିଲେ ।ସେହିପରି ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗ୍ରେ କୁକୁର ଖାଦ୍ୟ ଲେଖାଥିବା ଏକ ଟିଣ ଡବାରୁ ୪୧୪ ଗ୍ରାମ Continue Reading




