ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୩ : ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା, ସହାୟତାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ବ ବନ ଦିବସ-୨୦୨୨ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ।ପାରଳାଖେମୁଣ୍ଡି ବନ ବିଭାଗ ଡିଏଫଓ : ଶ୍ରୀ ସଂଗ୍ରାମ କେଶରୀ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦିବସ ପାଳନର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୩ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ପାରାଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମ ଠାରେ ବିଶ୍ୱ ପଖାଳ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନ ପକ୍ଷରୁ ରାଣୀପେଣ୍ଠ ଗ୍ରାମର ୨୫ ରୁ ଉର୍ଦ୍ଧ୍ଵ ଜଣ ଚାଷୀ ଓ ଅନ୍ୟାନ୍ୟ ମହିଳା ମାନଙ୍କୁ ନେଇ ଏହି ପାଖାଳ ଦିବସ କାର୍ଯ୍ୟକ୍ରମ ପାଳନ କରା ଯାଇଥିଲା । ସେମାନଙ୍କୁ ପଖାଳ ସହିତ Continue Reading
ଗଜପତି:”ପ୍ରଗତି” ଓ ନେହେରୁ ଯୁବ କେନ୍ଦ୍ର ପକ୍ଷ’ରୁ ବିଶ୍ବ ପଖାଳ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୩ : ପ୍ରଗତି ମହିଳା ସଂଗଠନ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ପାରାଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି ବିଶ୍ବ ପାଖାଳ ଦିବସ ପାଳନ ଅବସର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀ ମାଟି ତନୁଜା ଶତପଥୀ ଏହି କାର୍ଯ୍ୟକ୍ରମରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୩ : ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଦିନିକିଆ ପାରାଳାଖେମୁଣ୍ଡି ଗ୍ରସ୍ତରେ ଆସି ହୋଲି ଖେଳିବା ସହ ହୋଲି ପର୍ବ ପାଳନ କରିଛନ୍ତି ।ଗଜପତି ଜିଲ୍ଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମଧାମରେ ପାଳନ କରା ଯାଇଥିବା ବେଳେ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ ଗସ୍ତରେ ପାରଳାଖେମୁଣ୍ଡି ରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସମେତ ଲୋକଙ୍କ ସହ ହୋଲି ଖେଳି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୩ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ- ୨୦୨୨ରେ ବିଜୟୀ ହୋଇ ବିଭିନ୍ନ ପଦପଦବୀ ଆସନ ଅଳଙ୍କୃତ କରିଥିବା ସମସ୍ତଙ୍କୁ ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ କେ:ସୀତାପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା କରାଯିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।ଦୀର୍ଘ ୧୫ ବର୍ଷ ଧରି କେ: ସୀତାପୁର ପଞ୍ଚାୟତ ସମ୍ପୂର୍ଣ୍ଣଭାବେ ଭ୍ରଷ୍ଟାଚାରରେ ବୁଡି ରହିଥିବା ଗଡ଼ ଚଳିତ ନିର୍ବାଚନରେ Continue Reading
ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି,15/3: ଆଜି ପୂର୍ବାହ୍ନରେ ପାରାଳାଖେମୁଣ୍ଡି ସ୍ଥିତ ମୋଟର ଉନିୟନ କାର୍ଯ୍ୟାଳୟ (ବସଷ୍ଟାଣ୍ଡ) ପରିସରରେ ଆନ୍ତର୍ଜାତିକ ଗ୍ରାହକ ସୁରକ୍ଷା ଦିବସ ପାଳନ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଗ୍ରାହକ ମାନଙ୍କ ମୌଳିକ ତଥା ନ୍ୟାର୍ଯ୍ୟ ଦାବୀ ଏବଂ ସ୍ବଚ୍ଛତା ପାଳନ ପାଇଁ Continue Reading
ଗଣେଶ କୁମାର ରାଜୁ ପାରାଳାଖେମୁଣ୍ଡି,14/3: ଦେଶ ସ୍ବାଧୀନତା’ର 75 ବର୍ଷ ପୂର୍ତ୍ତି’ର ଅଂଶ ବିଶେଷ ଆଜାଦୀକା ଅମୃତ ମହୋତ୍ସବ ଅବସର’ରେ ଆଜି ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ପରିସର’ରେ ଭାରତ ସରକାର’ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମହାବିଦ୍ୟାଳୟ’ର ଛାତ୍ରଛାତ୍ରୀ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୩ : ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ପରିସରରେ ଶନିବାର ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ-ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତରେ ଆଜି ଗଜପତି ଜିଲ୍ଲାରେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଜୋରିମାନା ଆଦାୟ ହୋଇଛି ।ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏହି ରାଷ୍ଟ୍ରିୟ ଲୋକ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୩ : ଆକାଂକ୍ଷା ଜିଲ୍ଲା ଗଜପତିରେ ପ୍ରଥମ କରି ବିଜ୍ଞାନ ଭିତ୍ତିକ ସମାଜ ଚେତନା-ଧର୍ମୀ ଲୋକନୃତ୍ୟ ପ୍ରତିଯୋଗିତା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆକାଂକ୍ଷା ଜିଲ୍ଲା ଗଜପତିରେ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ଥିବା କଳା ପ୍ରତିଭାକୁ ଲୋକଲୋଚନରେ ଆଣିବା ଉଦ୍ଦେଶ୍ୟ ନେଇ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କୁହାଯାଇଛି ।ପାରାଳାଖେମୁଣ୍ଡି ସ୍ଥିତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୩ : ଗଜପତି ଜିଲ୍ଲା ରାଜ ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନିଭରସିଟିର ଅଡ଼ିଟୋରିଅମ ହଲରେ ଗୁରୁବାର ଏମଏସ: ସ୍ୱାମୀନାଥନ କୃଷି ବିଦ୍ୟାଳୟ ନୁଆଦିଲ୍ଲୀ ସ୍ଥିତ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଏକ ବିରାଟ ଉତ୍କଳ କୃଷି ଓ କୃଷକ ମେଳା କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି ।ଆୟୋଜିତ ଉଦଘାତନୀ ସଭାରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ କୃଷି ଜାଗରଣ ନୂଆଦିଲ୍ଲୀର ଡିନ Continue Reading