ଝାରସୁଗୁଡ଼ା, ୨୭/୭: ଝାରସୁଗୁଡ଼ା ବ୍ରଜରାଜନଗରରେ ଫୁଟିଛି ପୋଲିସ ଗୁଳି । ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ପୋଲିସ ଏନ୍କାଉଣ୍ଟର କରିଛି । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଗୁରୁତର ଆହତ ହୋଇଛି ।ବ୍ରାଜରାଜନଗର ଅଞ୍ଚଳରେ ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାର କିଛି ସହଯୋଗୀ କୌଣସି ଅପରାଧିକ ଷଡ଼ଯନ୍ତ୍ର କରୁଥିବାବେଳେ ପୋଲିସ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲା । […]Continue Reading




