Home Posts tagged Cyclone (Page 2)
Odisha News
ଭୁବନେଶ୍ୱର,୧୬/୩: ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି IMDଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ସୁଦ୍ଧା ତାହା ଆଣ୍ଡାମାନ ସାଗରରେ ଲୋ-ପ୍ରେସର ରୂପନେବ।କାଳକ୍ରମେ ଦିଗ ବଦଳାଇ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ Continue Reading