ଭୁବନେଶ୍ବର, ୧୫।୧୧: ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଅବପାତ । ଆଗାମୀ ଦିନରେ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେବ ବୋଲି ଆଶଙ୍କା ବଢ଼ିଛି । ପାଣିପାଗ ବିଜ୍ଞାନ ବିଭାଗ ଆକଳନ ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ ।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ଭୀଷଣ ବାତ୍ୟାର ରୂପ ନେବ । ୧୭ ତାରିଖ ସୁଦ୍ଧା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି […]Continue Reading




