Home Posts tagged cyclone murasu
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧/୧୧ : ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ ସୃଷ୍ଟି ହୋଇଥିବା ବିପୁଳ କ୍ଷୟକ୍ଷତିରୁ କନ୍ଧମାଳ ଜିଲ୍ଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନାହିଁ। ବାତ୍ୟାର ପ୍ରଭାବ କମିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ସ୍ୱାଭାବିକ ହୋଇନାହିଁ।ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହଟାଇବା, କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୁଣି ଏକ Continue Reading