କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ଭୁବନେଶ୍ୱର, ୨୬/୧୦ : ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ । ଓଡ଼ିଶାରେ ବାତ୍ୟାକୁ ନେଇ କିପରି ରହିଛି ପ୍ରସ୍ତୁତି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ବୁଝିଲେ କେନ୍ଦ୍ର କ୍ୟାବିନେଟ ସଚିବ ।ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଦକ୍ଷିଣ ଓଡ଼ିଶା ଆମର ପ୍ରଭାବିତ ହେବ । ସେଥିପାଇଁ ବରିଷ୍ଟ ଅଧିକାରୀଙ୍କୁ […]Continue Reading




