କଟକ, ୨୩/୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ନୂତନ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଥିଲେ। ବବିଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ନେଇ ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର Continue Reading
କଟକ,୨୧/୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ।ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାର୍ଥୀମାନେ ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ।ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇ Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୧୬/୨ : ଗରିବତ୍ତମ୍ ବ୍ୟକ୍ତି ବା ଚାଷୀ ଙ୍କୁ ଋଣ ମୁକ୍ତ କରାଯାଇ ପାରେ ମାତ୍ର ବଡ ବଡ ଶିଳ୍ପ ପତି ମାନଙ୍କୁ ନୁହେଁ ।ଥିଙ୍କର୍ଶ କ୍ଳବ୍ ର ୧୧୧ ତମ ଆଭାଶି ଆଲୋଚନା ବଜେଟ ଓ ଋଣଭାର ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ଡ ସନ୍ତୋଷ କୁମାର ମହାପାତ୍ର , ଡ ନନ୍ଦନନ୍ଦନ ଦାସ, ଇ ସୁଧାକର ପତ୍ରୀ,ପ୍ରତାପ ରାଉତ, ପରିବେଶବିତ୍ ଜଗତ ବିହାରୀ ଦାସ ପ୍ରମୁଖ […]Continue Reading
କଟକ, ୧୪/୨: ସିଲଭର ସିଟି କଟକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମହିଳାଙ୍କ କଳାକାଟି ହତ୍ୟା କରାଯାଇଛି । କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ପୁଲିସ୍। ତେବେ ମୃତ ମହିଳା ଜଣକ ହେଉଛନ୍ତି ପ୍ରିୟତମା ଦଲେଇ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ସନ୍ତୋଷ ସିହ୍ନା ନାମକ ବ୍ୟକ୍ତି ପ୍ରିୟତମାଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରିଛି । ହତ୍ୟା […]Continue Reading
କଟକ,୯/୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟାର୍ଗେଟ୍ ରଖିଛି ଇଂଲଣ୍ଡ।ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ୬.୧ ଓଭର ସୁଦ୍ଧା ବିନା କୌଣସି […]Continue Reading
କଟକ, ୯/୨: କଟକ ବାରବାଟୀରେ ଦ୍ୱିତୀୟ ଦିନିକିଆରେ ଆରମ୍ଭରୁ ଭାରତକୁ ଝଟକା ଲାଗିଛି । ଭ୍ରମଣକାରୀ ଦଳ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଦଳ ଭାରତ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇବ ।ଭାରତ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି । ବରୁଣ ଚକ୍ରବର୍ତ୍ତୀ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । କୁଲଦୀପ ଯାଦବ ବାଦ୍ ପଡ଼ିଛନ୍ତି । ସେପଟେ ଜୟସ୍ୱାଲଙ୍କ ସ୍ଥାନରେ ବିରାଟ କୋହଲି […]Continue Reading
କଟକ,୭/୨: ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ ଅଭିଯୋଗରେ ପୋଲିସ ଶୁକ୍ରବାର କଟକରେ ତିନି ଜଣଙ୍କୁ ଗିରଫ କରିଛି।ରିପୋର୍ଟ ଅନୁଯାୟୀ, ତିନି ଅଭିଯୁକ୍ତ ମ୍ୟାଚ୍ ପାଇଁ ପ୍ରାୟ ଆଠଟି ଗ୍ୟାଲେରୀ ଟିକେଟ୍ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ। ସେମାନେ ଅନଲାଇନରେ ଟିକେଟ୍ ଫଟୋ ପୋଷ୍ଟ କରି କ୍ରେତାଙ୍କୁ ଖୋଜୁଥିଲେ।ବକ୍ସି ବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଟିକେଟ୍ Continue Reading
ଭୁବନେଶ୍ୱର, ୬/୨: ଐତିହାସିକ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା। ଦୀର୍ଘ ଦିନ ହେଲା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଲାଗି ଦାବି କରାଯାଉଥିଲା। ୨୦୨୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଚିଠି ଲେଖିଥିଲେ । ପୂର୍ବରୁ କଟକ ମେୟର ସୁବାସ ସିଂ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ।ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ Continue Reading
କଟକ, ୬/୨ : ଆସନ୍ତା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ତ୍ରୁଟି ଶୂନ୍ୟ ପରୀକ୍ଷା ପରିଚାଳନା ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଚଳିତ ଥର ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।କ୍ରମିକ ନମ୍ବର ଏବଂ ୱାଟର୍ ମାର୍କ ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ର ଏବଂ କେଉଁ ପିଲାର ପ୍ରଶ୍ନ ପତ୍ର […]Continue Reading
ଆଠଗଡ , ୬/୨: ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାସ୍ତାକଡ଼ରେ ବୁଲୁଥିବାର ମୋବାଇଲରେ ହେଲା ରେକର୍ଡ । କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି ।ସୂଚନା ଥାଉକି, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ ବୁଲୁଛି ବାଘ । ପାହାଡ଼ରେ କଲରା ପତରିଆ […]Continue Reading




