ବରଦା ଦାସଙ୍କ ରିପୋର୍ଟକଟକ, ୧୭/୩ : ୧୪୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତ ର ବୈଶିଷ୍ଟ୍ୟ ବିବିଧତା ମଧ୍ୟରେ ଏକତା ।ଆମର ଆଦର୍ଶ ବସୁଧୈବ କୁତୁମ୍ବକମ୍ । ବାବା ସାହେବ୍ ଆମ୍ବେଦକର କହୁଥିଲେ ଏହା ଲୋକମାନଙ୍କ ସମ୍ବିଧାନ ।ବ୍ୟକ୍ତି ମର୍ଯ୍ୟାଦା କୁ ନିଶ୍ଚିତ କରିବା ସମ୍ବିଧାନ ର ମୂଳ କର୍ତ୍ତବ୍ୟ ବୋଲି ରେଭେନ୍ସା ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ନେତାଜୀ ଅଭିନନ୍ଦନ ପ୍ରକାଶ କରିଛନ୍ତି ।ବିଜେପି ସମ୍ବିଧାନ ଗୌରବ ଅଭିଯାନ ଓ ଭାରତ Continue Reading
କଟକ,୧୪/୫: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର କଟକରେ ଦୋଳ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ଠାକୁର ବିମାନରେ ବସି ନଗର କୀର୍ତ୍ତନ କରିବା ସହ ସହର ପରିକ୍ରମା କରୁଛନ୍ତି। ଏନେଇ ଉତ୍ସବମୁଖର ହୋଇ ଉଠିଛି ଭାରଚାରାର ସହର କଟକ। ଉଡୁଛି ନାଲି ଗୋଲାପି ଅବିର। ଘଣ୍ଟ ଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ।ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ […]Continue Reading
BY BARADA DAS CUTTACK, MAR 9 : The Thinkers’ Club here arranged it’s 114th webinar over the zoom Platform to discuss on the relevance and importance of the Vedas in the present time and it’s impact on the society. The meeting was inaugurated by Professor Dr Prafulla Mishra, former Vice President of the Beda Bhawan […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୯/୩ : ନାରୀ ଏକା ଧାରରେ ଜାୟା ଜନନୀ ଭଗିନୀ । ସେ ସର୍ବଂସହା । ବିଜେପି ୱାର୍ଡ ନ ୨୫ ଦ୍ଵାରା ବଢେଇ ସାହି ବାସ୍ତରି ମଠରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ସଭା ନିତାଇ ନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ତଥା ୧୨୪ ନ ବିଜେପି ବୁଥ ସଭାପତି ସକ୍ରିୟ […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୯/୩ : ବେଦ ହେଉଛି ଶ୍ରୁତି, ଇଶ୍ଵର ପ୍ରଦତ୍ତ ଜ୍ଞାନ । ଏହା ଆପ୍ତ ବାକ୍ୟ ଅର୍ଥାତ୍ ଅତ୍ୟନ୍ତ ବିଶ୍ଵସ୍ତ । ଏଥିରେ ସୃଷ୍ଟି ସମ୍ବନ୍ଧୀୟ ଜ୍ଞାନ ବର୍ଣ୍ଣିତ । ଥିଙ୍କର୍ସ କ୍ଲବ ର ୧୧୪ ତମ ଆଭାସି ଆଲୋଚନା କୁ ବେଦ ଭବନ ନ୍ୟାସ ଉଜ୍ଜୟିନୀ ର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଉଦଘାଟନ କରି କହିଲେ ବେଦ ହିନ୍ଦୁ ସନାତନ ଧର୍ମ ଶାସ୍ତ୍ର ଅଟେ । ଅନ୍ୟ ସମସ୍ତେ […]Continue Reading
କଟକ, ୭/୩: ଗିରଫ ହେଲେ କୁବେର ଡେପୁଟି କମିଶନର । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।ଚଢାଉବେଳେ ପ୍ରଦୀପ ମହାନ୍ତିଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ବାବୁଙ୍କ ବିଭିନ୍ନ ଠିକଣାରେ ଚଢାଉ ହେବା ପରେ ଆଖି ଖୋସିଲା ଭଳି ସୁନାଗହଣା ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୨କେଜିରୁ ଅଧିକ ସୁନା ସହ ୧୭ ଲକ୍ଷ ୫୫ହଜାର ଅଧିକ ନଗଦ […]Continue Reading
By Barada prasan Das Cuttack , Mar 5 : The Thinkers’ Club arranged it’s 113th webinar over the zoom Platform here to discuss on the problems related to Generation, Transmission and Distribution of Electricity in the State. Retired IAS Sri Bibek Pattanaika was the Chief Guest of the meet. Engineer Bijay Chandra Jena was the […]Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୪/୩ : ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ପରିଗଣିତ । ବିଦ୍ୟୁତ ବଣ୍ଟନ ର ଘରୋଇ କରଣ ହୋଇଛି ।ଏ ଦିଗରେ ବିଶେଷ ଆଭାସି ଆଲୋଚନା ଥିଙ୍କର୍ସ କ୍ଳବ୍ ୧୧୩ ତମ ଅଧିବେଶନ ରେ ଅନୁଷ୍ଠିତ ହୋଇଥିଲା । ଇ ବିଜୟ ଚନ୍ଦ୍ର ଜେନା ବିଶଦ ଭାବେ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ଉପରେ ଆଲୋଚନା କରିଥିଲେ ।ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୨୫/୨ : ଆମେରିକାର ପରିବର୍ତ୍ତିତ ରାଜନୈତିକ ପୃଷ୍ଠଭୂମିରେ ବିଶ୍ୱ ରାଜନୀତି ଓ ଏହାର ଭାରତ ଉପରେ ପ୍ରଭାବ ଶୀର୍ଷକ ଏକ ଆଭାସୀ ଆଲୋଚନା ଚକ୍ର ଥୀଙ୍କର୍ଷ କ୍ଲବ ଦ୍ୱାରା ଆୟୋଜନ କରାଯାଇଥିଲା ।ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିବେକ ପଟନାୟକ – IAS ନିଜର ଅଭିମତ ଦେବା ପରିପ୍ରେକ୍ଷୀରେ ବିଶିଷ୍ଠ ଆମେରିକାନ କୂଟନୀତିଜ୍ଞ ହେନେରୀ କିସିଂଜରଙ୍କ ଉକ୍ତି ଉଦ୍ଧାର କରି କହିଲେ \’ to be any enmy of Continue Reading
By Barada Das Cuttack ,Feb 25 : The Thinkers’ Club arranged it’s 112th webinar over the zoom Platform here to discuss on the recent expatriation policy of the Trump Administration on illegal immigrants. Sree Bibek Pattanaik, Retired IAS was the Chief Guest of the meet. Mr Pattanaik in his inaugural speech told that, America is […]Continue Reading




