ବରଦା ଦାସଙ୍କ ରିପୋର୍ଟକଟକ, ୪/୧୦: ଗତକାଲି ଗାୟତ୍ରୀ ଦେବୀ ଙ୍କ ଆରାଧନା ଉପଲକ୍ଷେ ନବରାତ୍ର ୨ୟ ଦିବସରେ ବେପାରୀ ସାହି ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ସାମୁହିକ ଧ୍ୟାନ ସାଙ୍ଗକୁ ସତସଙ୍ଗ ସଭା ଅନୁଷ୍ଠିତ ହୋଇଯାଇଛି ।ବି କେ ଅରବିନ୍ଦ ନିମନ୍ତ୍ରିତ ବକ୍ତା ଭାବେ ଯୋଗ ଦେଇ ଗାୟତ୍ରୀ ଦେବୀ ଉପବେଶନ କରିଥିବା ପଦ୍ମ ଫୁଲ,ହଂସ ହାତରେ ଧରିଥିବା କମଣ୍ଡଳୁ, ବେଦ ପୁସ୍ତକ ର ତାତ୍ପଯ ସମ୍ପର୍କରେ କହିଥିଲେ । ଏହି ଆଶ୍ରମ ଶିବାଳୟରେ […]Continue Reading

କଟକ , ୨୬/୯ : ଆସୁଛି ପାର୍ବଣ ଋତୁ। ଜମିବ ପୂଜା। ହେଲେ ଏହି ପାର୍ବଣ ଋତୁରେ ଲାଗିଛି ବଡ଼ ଝଟ୍କା। କାରଣ ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ ତାରିଖ ସୁଦ୍ଧା ରାସ୍ତା […]Continue Reading

କଟକ, ୨୪/୯ : ଚଳନ୍ତା ଡାଲି ଟ୍ରକ୍ରେ ହଠାତ୍ ଲାଗିଗଲା ନିଆଁ। ପୋଡ଼ି ପାଉଶଁ ହୋଇଗଲା ୩୦ ଟନ୍ ଡାଲି। ସୌଭାଗ୍ୟ ବଶଃତ ଟ୍ରକ୍ ଡ୍ରାଇଭରର କିଛି ହୋଇନାହିଁ। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି।ଆଜି ଭୋର ୪ଟା ସମୟରେ ଟ୍ରକ୍ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ Continue Reading
ଫୁଲନଖରା,୨୪/୯ : କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର ଅନିମେଶ ଜେନା ଓରଫ କାହ୍ନା ବୋଲି ଜଣାପଡିଛି।ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହୟତାରେ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସିବି ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ […]Continue Reading

କଟକ,୨୩/୯ : ସାଲେପୁର ବ୍ଲକ ଆତୋଡା ଗାଁରେ ରୋହିଣୀ ନାମ ଏକ ଅପମିଶ୍ରିତ କ୍ଷୀର କାରଖାନା ଠାବ ହୋଇଛି । ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୁଲିସ ମିଳିତ ଚଢାଉ କରିଛି । ଚଢ଼ାଉ ବେଳେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିବା ଜଣାପଡିଛି।କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ […]Continue Reading
BY BARADA DAS CUTTACK,SEPT 23 : The President of the Tinkers’ Club, presented a memorandum to Shri Kanak Bardhan Singhdeo, the Deputy Chief Minister of Odisha , on his recent visit to Cuttack at the Circuit House. While presenting the memorandum, the President was accompanied with Lalatendu Badu the President of the Cuttack City BJP […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୧/୯: ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କଟକ ସର୍କିଟ ହାଉସ ଗସ୍ତ ସମୟରେ ଥିଙ୍କର୍ଷ କ୍ଳବ୍ ତରଫରୁ ସଭାପତି ବରଦା ଦାସ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ବିଜେପି ମହିଳା ଶାଖା ସମ୍ପାଦିକା ସ୍ମୃତି ରେଖା ଦାସ, ବିନୋଦ ଦାସଙ୍କ ଉପସ୍ଥିତି ରେ ସ୍ମାରକ୍ ପତ୍ର ପ୍ରଦାନ କରିଛନ୍ତି ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧-୧୨ ରେ ସଞ୍ଜୟ ଦାସ ବର୍ମା ବୈଷୟିକ ମନ୍ତ୍ରୀ […]Continue Reading
କଟକ,୨୧/୯ : ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି।ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୧୩/୯ : ଗୁରୁ ପୂଜା ହିନ୍ଦୁ ସଂସ୍କୃତି ର ଏକ ଦିବ୍ୟ ପରଙ୍ଗ ପରା ।ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବେପାରସାହି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ବହୁ ବ୍ରହ୍ମା କୁମାର ଓ କୁମାରୀ ମାନେ ସେମାନଙ୍କୁ ଦୀର୍ଘ ଦିନ ଧରି ଈଶ୍ଵରୀୟ ଜ୍ଞାନ ଦାନ ଦେଇ ଆସୁ ଥିବାରୁ ବିକେ ଝୂନୁ ଓ ବି କେ ପ୍ରତିମା ଭଉଣୀଙ୍କୁ ଉପହାର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଥିଲେ ।ନିୟମିତ […]Continue Reading

By Barada Prasanna Das Cuttack , sept 12: A comment of the minister of centre on T.E. Ravenshaw made flutter across the state. The arguments for and against the issue opened the eyes of the conscious citizens of the state. The intellectuals link the cultural and academic history of the state with the establishment of […]Continue Reading