
କଟକ, ୧୯/୧୧ : କଟକ ଜିଲ୍ଲା ଚୌଦ୍ୱାରର ୮ ନମ୍ବର ଓ୍ୱାର୍ଡ ମୁଣ୍ଡା ସାହିରେ ୬ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।ଅଭିଯୋଗ ଅନୁସାରେ, ଗତକାଲି ରାତି ଶିଶୁଟି ତାର ବାପାମାଆଙ୍କ ପାଖରେ ଶୋଇଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ହୋଇଥିଲା। ପରେ ବାପାମା’ ଶିଶୁଟିକୁ ନେଇ ଶ୍ମଶାନରେ ପୋତି ଦେଇଥିଲେ। ତେବେ ଶିଶୁଟିକୁ ତାର ବାପାମା’ ମଦ ନିଶାରେ ହତ୍ୟା Continue Reading