Home Posts tagged Cuttack (Page 5)
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୪/୭ : ସମସ୍ତ ଜ୍ଞାନ ବିଜ୍ଞାନ ର ଭଣ୍ଡାର ହେଉଛି ବେଦ । ଈଶ୍ୱର ସାକାର ନୁହେଁ ନିରାକାର ସର୍ବ ବ୍ୟାପକ । ମଣିଷ କହିଲେ ବୁଝାଏ ଯେ ବୁଦ୍ଧି ପୂର୍ବକ ଚିନ୍ତା କରି କାର୍ଯ୍ୟ କରେ । ଥିଙ୍କର୍ସ କ୍ଲବ ର ୧୨୬ ତମ ଆଭାସି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତରାଖଣ୍ଡ ଡେରାଡୁନ ସ୍ତିତ କନ୍ୟା ଆଶ୍ରମ ଅଧ୍ୟକ୍ଷା ଡ଼ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏ ବିଷୟ ପ୍ରକାଶ […]Continue Reading
Odisha News
କଟକ, ୧୩/୭ : ରେଭେନ୍ସା ବିଶ୍ୱବିଦ୍ୟାଳୟ ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତିରେ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଛାତ୍ରମାନେ । ସେମାନଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ଝଉଈରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଫୁଡ ପଏସନିଂ ହୋଇଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାସୂଚନା ଦେଇଛନ୍ତି Continue Reading
Odisha News
ବରଦା ପ୍ରଦନ୍ନ ଦାସଙ୍କ ରିପୋର୍ଟକଟକ, ୨/୬ : ବିଶ୍ଵ ର ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ସନକ୍ଷତନି ହିନ୍ଦୁ ଧର୍ମ ଦ୍ଵାରା କିପରି ପ୍ରଭାବିତ ସେ ସମ୍ପର୍କରେ ବିଶିଷ୍ଟ ସ୍ଵୟଂ ସେବା ସଂଘ କର୍ମୀ ରବି କୁମାର ନିଜ ଅନୁଭୂତି ରୁ ପ୍ରକାଶ କରି ଛନ୍ତି ।ଥୀଙ୍କର୍ସ କ୍ଲବ ର ୧୨୨ ତମ ଆଭାସି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦେଶରେ ଆର ଏସ ଏସ ସଂଗଠନ ପାଇଁ କାର୍ଯ୍ୟ କରିଥିବା କର୍ମୀ ରବିକୁମାର […]Continue Reading
Odisha News
କଟକ, ୩୦/୫ : ରାଜ୍ୟରେ ପୁଣି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା ପରେ ଏବେ କଟକକୁ ବ୍ୟାପିଲାଣି। କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୪୫ ବର୍ଷୀୟ ଜଣେ ବ୍ୟକ୍ତି ଟେଷ୍ଟ ରିପୋର୍ଟ ଆସିବା ପରେ ପଜିଟିଭ୍ ଥିବା ଜଣାପଡ଼ିଛି। ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ପିଡିତ ଥିଲେ ।ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଏବେ […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୩ / ୫ : ନିଜକୁ ବୃଦ୍ଧ ନଭାବି ସକ୍ରିୟ ଭାବେ ଦୈନିକ କାର୍ଯ୍ୟ କରିଚାଲିବାକୁ ବରିଷ୍ଠ ଚିକିତ୍ସା ବିଜ୍ଞାନୀ ମାନେ ମତ ପ୍ରକାଶ କରିଛନ୍ତି ।ଚେନ୍ନାଇ ଆପୋଲୋ ରୁ ହୃଦରୋଗ ଶଲ୍ୟ ଚିକିତ୍ସକ ଡାକ୍ତର ଦିଲିପ ମିଶ୍ର,ଡାକ୍ତର ଜୟନ୍ତ ପଣ୍ଡା,ସହକାରୀ ପ୍ରଫେସର ଭାଗ୍ୟଲକ୍ଷ୍ମି ନାୟକ, ଡାକ୍ତର ମାନସ ନାୟକ, ବିଷ୍ଣୁ ମୋହନ ଦାସ ସାମନ୍ତ ପ୍ରମୁଖ ବିଭିନ୍ନ ବିଷୟରେ ସ୍ବାସ୍ଥ୍ୟ ସଚେତନତା କରିଥିଲେ ।କଟକ ବରିଷ୍ଠ ନାଗରିକ ମହାସଭା Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୯/ ୫ : ପିପୁଲସ ୱେଲଫେୟାର ସଜେସନ ଫୋରମ ,ରାଷ୍ଟ୍ରୀୟ ହିନ୍ଦୁ ବୋର୍ଡ ଓ ଥିଙ୍କର୍ସ କ୍ଲବର ୧୨୦ ତମ ଆନ୍ତର୍ଜାତିକ ଆଭାସୀ ଆଲୋଚନା ମିଳିତ ଭାବେ ଶ୍ରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି ।ଏଥିରେ ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ଶାସନ ସଚିବ, ପୂର୍ତ ବକ୍ତା ଭାବେ ଯୋଗଦେଇ’ ଭାରତରେ ଏକତା ଓ ଶାନ୍ତି’ ବିଷୟରେ ଆଲୋକ ପାତ କରିଥିଲେ ।ସେ ଦର୍ଶାଇଥିଲେ ଯେ ଭାରତ ସ୍ୱାଧୀନତା […]Continue Reading
Odisha News
କଟକ,୧୯/୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ ଇଞ୍ଜିନିୟର୍ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି।ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) ନାମକ ଦୁଇ ଯୁବ ଇଞ୍ଜିନିୟର ଗାଧୋଇବା ପାଇଁ ଅନ୍ୟ ଦୁଇଜଣଙ୍କ ସହିତ ନଦୀକୁ Continue Reading
Odisha News
କଟକ,୧୬/୫: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି।ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ସଂସ୍ଥାର ତତ୍କାଳୀନ ସଭାପତି ଓ ସମ୍ପାଦକଙ୍କୁ ଗିରଫ କରିଥିଲେ। ପରେ ତଦନ୍ତ ବେଳେ ଏହି Continue Reading