ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୩ / ୫ : ନିଜକୁ ବୃଦ୍ଧ ନଭାବି ସକ୍ରିୟ ଭାବେ ଦୈନିକ କାର୍ଯ୍ୟ କରିଚାଲିବାକୁ ବରିଷ୍ଠ ଚିକିତ୍ସା ବିଜ୍ଞାନୀ ମାନେ ମତ ପ୍ରକାଶ କରିଛନ୍ତି ।ଚେନ୍ନାଇ ଆପୋଲୋ ରୁ ହୃଦରୋଗ ଶଲ୍ୟ ଚିକିତ୍ସକ ଡାକ୍ତର ଦିଲିପ ମିଶ୍ର,ଡାକ୍ତର ଜୟନ୍ତ ପଣ୍ଡା,ସହକାରୀ ପ୍ରଫେସର ଭାଗ୍ୟଲକ୍ଷ୍ମି ନାୟକ, ଡାକ୍ତର ମାନସ ନାୟକ, ବିଷ୍ଣୁ ମୋହନ ଦାସ ସାମନ୍ତ ପ୍ରମୁଖ ବିଭିନ୍ନ ବିଷୟରେ ସ୍ବାସ୍ଥ୍ୟ ସଚେତନତା କରିଥିଲେ ।କଟକ ବରିଷ୍ଠ ନାଗରିକ ମହାସଭା Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୯/ ୫ : ପିପୁଲସ ୱେଲଫେୟାର ସଜେସନ ଫୋରମ ,ରାଷ୍ଟ୍ରୀୟ ହିନ୍ଦୁ ବୋର୍ଡ ଓ ଥିଙ୍କର୍ସ କ୍ଲବର ୧୨୦ ତମ ଆନ୍ତର୍ଜାତିକ ଆଭାସୀ ଆଲୋଚନା ମିଳିତ ଭାବେ ଶ୍ରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି ।ଏଥିରେ ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ଶାସନ ସଚିବ, ପୂର୍ତ ବକ୍ତା ଭାବେ ଯୋଗଦେଇ’ ଭାରତରେ ଏକତା ଓ ଶାନ୍ତି’ ବିଷୟରେ ଆଲୋକ ପାତ କରିଥିଲେ ।ସେ ଦର୍ଶାଇଥିଲେ ଯେ ଭାରତ ସ୍ୱାଧୀନତା […]Continue Reading
କଟକ,୧୯/୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ ଇଞ୍ଜିନିୟର୍ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି।ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) ନାମକ ଦୁଇ ଯୁବ ଇଞ୍ଜିନିୟର ଗାଧୋଇବା ପାଇଁ ଅନ୍ୟ ଦୁଇଜଣଙ୍କ ସହିତ ନଦୀକୁ Continue Reading
କଟକ,୧୬/୫: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି।ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ସଂସ୍ଥାର ତତ୍କାଳୀନ ସଭାପତି ଓ ସମ୍ପାଦକଙ୍କୁ ଗିରଫ କରିଥିଲେ। ପରେ ତଦନ୍ତ ବେଳେ ଏହି Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୪/୫ : ଦିଲ୍ଲୀ ଉତ୍କଳ ଅସ୍ମିତା ଓ କଟକ ଥିଙ୍କର୍ଶ କ୍ଲବ ର ୧୧୮ ତମ ଆଭାଶୀ ଆଲୋଚନା ମିଳିତ ଭାବେ ଆୟୋଜିତ ହୋଇଥିଲା ।ଏହାକୁ କଟକ ଅତିରିକ୍ତ ଜିଲ୍ଲାପାଳ ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଶୁଭାରମ୍ଭ କରି କହିଲେ ଯେ ବୁଦ୍ଧିଜୀବୀ ମାନଙ୍କୁ ନେଇ ବିଶ୍ଵ ଓଡ଼ିଆ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ବିଷୟରେ ଏହି ଆଲୋଚନାକୁ ଅଧିକ ଲୋକାଭିମୁଖୀ କରାଯିବା ଉଚିତ । ବହୁସଂଖ୍ୟାରେ ଆଗ୍ରହୀ ଲୋକେ ଏଥିରେ ଅଂଶ […]Continue Reading
କଟକ,୨/୫: ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। କଟକସ୍ଥିତ ବିଏସ୍ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତବର୍ଷ ପାସ୍ ହାର ରହିଛି ୯୪.୯୩%। ତେବେ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଥିବା ମନ୍ତ୍ରୀ କହିଛନ୍ତି। ସନ୍ଧ୍ୟା ୬ଟା ପରେ ଛୀତ୍ରୀଛାତ୍ର ବୋର୍ଡର ଅଫିସିଆଲ ଓ୍ବେବ୍ସାଇଟ www.bseodisha.ac.in ଏବଂ Continue Reading
BY BARADA DAS CUTTACK, APR 29 : 29/4. Thinkers’ Club in it’s 117th Web based meeting discussed on Manoj Das and specialty of his writings in collaboration with the Delhi based organization, “Delhi Utkal Asmita”. This meeting was on the occasion of the 5th Sradh Ceremony of the great writer. Professor Manindra Meher, a scholar […]Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୮/୪ : ମସଜିଦ ବା ଗିର୍ଜା,ଦେବାଳୟ ବା ବିଦ୍ୟାଳୟ ଗଲେ ଆଧ୍ୟାତ୍ମିକତା ମିଳେ ନାହିଁ ଏହା ନିଜ ଘରେ ସ୍ୱକୀୟ ଉପଲବ୍ଧି ରେ ଅନୁଭବ କରିହୁଏ ।ମନୀଷୀ ମନୋଜ ଦାସ ଙ୍କ ୫ ମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦିଲ୍ଲୀ ଉତ୍କଳ ଅସ୍ମିତା ସହଯୋଗରେ ଥିଙ୍କର୍ସ କ୍ଲବ ର ୧୧୭ ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ପ୍ରଫେସର ମଣୀନ୍ଦ୍ର କୁମାର ମେହେର ,ଅଧ୍ୟକ୍ଷ ଛାୟକ୍ଷକକ୍ଷନ୍ତ ଷଡ଼ଙ୍ଗୀ ଓ ପ୍ରାଧ୍ୟାପିକା ବିଜୟିନୀ […]Continue Reading
ଚୌଦ୍ୱାର , ୧୭/୪ : ପୁଲିସ ଉଭୟଙ୍କୁ ଗୁରୁବାର ଧରିବାକୁ ଯାଇଥିବାବେଳେ ସେମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ।କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ବିଭିନ୍ନ ଥାନାରେ ସେମାନଙ୍କ ବିରୋଧରେ […]Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୪/୪ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର କଟକ ନଗର ଶାଖା ଆଜି ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମବାର୍ଷିକୀକୁ ଓଡ଼ିଶା ହାଇକୋର୍ଟ ନିକଟରେ ତାଙ୍କ ପ୍ରତିମୂର୍ତ୍ତିରେ ଏକ ଗମ୍ଭୀର ଏବଂ ପ୍ରେରଣାଦାୟକ କାର୍ଯ୍ୟକ୍ରମ ସହିତ ପାଳନ କରିଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂସେବକଙ୍କ ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁମାନେ ଭାରତୀୟ ସମ୍ବିଧାନର ସ୍ଥପତି ଏବଂ ସାମାଜିକ ନ୍ୟାୟର ଜଣେ Continue Reading




