Home Posts tagged Cuttack (Page 3)
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୧/୭ : ଓମ୍ ନାମ ସ୍ମରଣ କରି ଆମେ ଈଶ୍ୱର ଙ୍କ ଆନନ୍ଦ ସ୍ୱରୂପ ରେ ନିମଗ୍ନ ହେବା । ସାମ ବେଦରେ ୧୮୫୭ ଟି ମନ୍ତ୍ର ରହିଛି ।ଆଦିତ୍ୟ ୠଷି ଜ୍ଞାନ ପ୍ରାପ୍ତ ସାମ ବେଦରେ ଉପାସନା ଚର୍ଚ୍ଚା ବିଷୟରେ ଥିଙ୍କର୍ସ କ୍ଲବ ର ୧୨୭ ତମ ଆଭ।ଶୀ ଆଲୋଚନାକୁ ବିଶିଷ୍ଟ ଚିକିତ୍ସା ବିଜ୍ଞାନ ଲେଖକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ଶୁଭାରମ୍ଭ କରିଥିଲେ ।ଡେରାଡୁନ ସ୍ଥିତ ଦ୍ରୋଣସ୍ଥଳୀ ଆର୍ସ କନ୍ୟା […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୪/୭ : ସମସ୍ତ ଜ୍ଞାନ ବିଜ୍ଞାନ ର ଭଣ୍ଡାର ହେଉଛି ବେଦ । ଈଶ୍ୱର ସାକାର ନୁହେଁ ନିରାକାର ସର୍ବ ବ୍ୟାପକ । ମଣିଷ କହିଲେ ବୁଝାଏ ଯେ ବୁଦ୍ଧି ପୂର୍ବକ ଚିନ୍ତା କରି କାର୍ଯ୍ୟ କରେ । ଥିଙ୍କର୍ସ କ୍ଲବ ର ୧୨୬ ତମ ଆଭାସି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତରାଖଣ୍ଡ ଡେରାଡୁନ ସ୍ତିତ କନ୍ୟା ଆଶ୍ରମ ଅଧ୍ୟକ୍ଷା ଡ଼ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏ ବିଷୟ ପ୍ରକାଶ […]Continue Reading
Odisha News
କଟକ, ୧୩/୭ : ରେଭେନ୍ସା ବିଶ୍ୱବିଦ୍ୟାଳୟ ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତିରେ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଛାତ୍ରମାନେ । ସେମାନଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ଝଉଈରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଫୁଡ ପଏସନିଂ ହୋଇଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାସୂଚନା ଦେଇଛନ୍ତି Continue Reading
Odisha News
ବରଦା ପ୍ରଦନ୍ନ ଦାସଙ୍କ ରିପୋର୍ଟକଟକ, ୨/୬ : ବିଶ୍ଵ ର ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ସନକ୍ଷତନି ହିନ୍ଦୁ ଧର୍ମ ଦ୍ଵାରା କିପରି ପ୍ରଭାବିତ ସେ ସମ୍ପର୍କରେ ବିଶିଷ୍ଟ ସ୍ଵୟଂ ସେବା ସଂଘ କର୍ମୀ ରବି କୁମାର ନିଜ ଅନୁଭୂତି ରୁ ପ୍ରକାଶ କରି ଛନ୍ତି ।ଥୀଙ୍କର୍ସ କ୍ଲବ ର ୧୨୨ ତମ ଆଭାସି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦେଶରେ ଆର ଏସ ଏସ ସଂଗଠନ ପାଇଁ କାର୍ଯ୍ୟ କରିଥିବା କର୍ମୀ ରବିକୁମାର […]Continue Reading
Odisha News
କଟକ, ୩୦/୫ : ରାଜ୍ୟରେ ପୁଣି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା ପରେ ଏବେ କଟକକୁ ବ୍ୟାପିଲାଣି। କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୪୫ ବର୍ଷୀୟ ଜଣେ ବ୍ୟକ୍ତି ଟେଷ୍ଟ ରିପୋର୍ଟ ଆସିବା ପରେ ପଜିଟିଭ୍ ଥିବା ଜଣାପଡ଼ିଛି। ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ପିଡିତ ଥିଲେ ।ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଏବେ […]Continue Reading