ବରଦା ଦାସଙ୍କ ରିପୋର୍ଟକଟକ,୧୭/୫ : ବାରମ୍ବାର ବେଦ ମନ୍ତ୍ରକୁ ସଠିକ୍ ଭାବେ ଉଚ୍ଚାରଣ କଲେ ରୋଗ ଉପଶମ ହୋଇଥାଏ ।ଶୟଣାଚାର୍ଯ୍ୟ ଲୋକ କଲ୍ୟାଣ ନିମନ୍ତେ ବେଦ ର ଭାଷ୍ୟ ରଚନା କରିଥିଲେ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ତଥା ଉଜ୍ ୟିନୀ ସ୍ଥିତ ରାଷ୍ଟ୍ରୀୟ ସନ୍ଦିପନି ପ୍ରତିଷ୍ଠାନ ର କାର୍ଯ୍ୟକାରୀ ସଭ୍ୟ ପ୍ରାକ୍ତନ ପ୍ରଫେସର ଦିବାକର ମହାପାତ୍ର କହିଥିଲେ ।କେରଳର ଆୟୁର୍ବେଦ ଡାକ୍ତର ଶୁଭକରଣଙ୍କ ଲିଖିତ ପୁସ୍ତକ ଶ୍ରୀ Continue Reading




