Home Posts tagged cuttack odisha (Page 4)
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୧୧/୧୨: ଓଡିଶା ମୁଖ୍ୟ ସ୍ବର୍ଗତ ବି କେ କମଲେଶ ଓଡ଼ିଶାରେ ୩୦୦ ବ୍ରହ୍ମା କୁମାରୀଙ୍କୁ ଏହି ଜ୍ଞାନରେ ଆଣିଥିଲେ।ତାଙ୍କରି ଉଦ୍ୟମରେ ଓଡିଶା ଶାଖା ୧୯୭୩ ରେ ଶୁଭାରମ୍ଭ ହୋଇ ଅନେକ ଶାଖା ରାଜ୍ୟର ବିଭୀର୍ଣ୍ଣ ସ୍ଥାନରେ ଖୋଲି ଜ୍ଞାନ ଓ ଧ୍ୟାନ ର ପ୍ରସାର ଲାଭ କରିଛି।ମ।ଉଣ୍ଟ ଆବୁ ରୁ ବି କେ କଳ୍ପତରୁ ଜନ୍ମ ମୃତ୍ୟୁ ମଧ୍ୟରେ କିପରି ଶ୍ରେଷ୍ଠ ଜୀବନ ନିର୍ବାହ କରହେବ ସେ ସମ୍ପର୍କରେ କହିଥିଲେ।କେନ୍ଦ୍ର ମୁଖ୍ୟ ଝୁନୁ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୭/୧୨: କ୍ଷୁଦ୍ର ବେପାରୀ ମାନଙ୍କୁ ଉତ୍ସାହିତ କରାଯିବା ଆଜିର ଆବଶ୍ୟକତା ଅଟେ। ଆରଟିଆଇ, ଲୋକପାଳ, ଆମ୍ବରୁଡ୍ସମ୍ୟାନ ଆଦି ବ୍ୟବସ୍ଥା ସାମ୍ବିଧାନିକ ପ୍ରଗତିର ନମୁନା। ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ, ଜମାଟୋ, ସୁଇଗି, ଆଦି ସହରରେ ବ୍ୟବସାୟିକ ବୃଦ୍ଧି ପାଇବାରେ ଲାଗିଛି ବୋଲି ପୂର୍ବତନ ଓପି୍ଏସସି ଅଧ୍ୟକ୍ଷ ଶ୍ରୀ ବିବେକ ପଟ୍ଟନାୟକ ଥୀଙ୍କର୍ଷ କ୍ଲବ ର ୧୪୦ ତମ ଆଭାସୀ ଦ୍ବିମାସିକ ସମ୍ବିଧାନ ସଚେତନତା ଦ୍ଵିତୀୟ ଆଲୋଚନାରେ ସଭାପତିତ୍ୱ Continue Reading
Odisha News
କଟକ, ୬/୧୨: ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଆସନ୍ତା ଜାନୁଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନେ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମୟ ଧାର‌୍ୟ୍ୟ କରାଯାଇଛି । ଏଥିପାଇଁ ଆଡମିଟ୍ କାର୍ଡ ଜାନୁଆରୀ ୧୦ ତାରିଖରେ ବୋର୍ଡ ୱେବସାଇଟରୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି ।ଓଏସଏସଟିଇଟି ଦୁଇଟି ପେପରରେ ହେବ । ପ୍ରଥମ […]Continue Reading
Odisha News
କଟକ, ୫/୧୨ : ଆଜିଠାରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ମୋଟ ପାଞ୍ଚଟି କାଉଣ୍ଟରରେ ଟିକେଟ୍ ମିଳୁଛି । ଅଫଲାଇନ୍ ଟିକେଟ୍ ଆଜି ଓ ଆସନ୍ତାକାଲି ବିକ୍ରି ହେବେ । ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି କରାଯିବ ।ସେପଟେ ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଗତକାଲିଠାରୁ ଅସମ୍ଭାଳ ଭିଡ଼ ଲଗାଇଛନ୍ତି […]Continue Reading
Odisha News
କଟକ, ୨୫/୧୧ : ବହୁ ଚର୍ଚ୍ଚିତ ଓଡ଼ିଆ ରାପର୍ ଅଭିନବ ସିଂହ ତଥା ଜଗର୍ଣ୍ଣଟଙ୍କ ଆତ୍ମହତ୍ୟା ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି । ମୃତ ଅଭିନବଙ୍କ ପତ୍ନୀ ଉତ୍କଳଦୀପିକାଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରିଛି ।ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଦୀର୍ଘ ୨୮୫ ଦିନର ତଦନ୍ତ ପରେ ପୋଲିସ ଉତ୍କଳଦୀପିକାଙ୍କୁ ଗିରଫ କରିଛି ।ଗତ ଫେବୃୟାରୀ ୧୦ତାରିଖରେ ବେଙ୍ଗାଲୁରୁରେ ଅଭିନବ ବିଷ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୪/୧୧: ୧୯୬୯ ମସିହାରେ ଟିକାବାଲି ପାହାଡ଼ ଉପରେ ଧ୍ୟାନସ୍ଥ ହୋଇ ଜ୍ଞାନ ପ୍ରାପ୍ତ ହେବାପରେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ନିବାସୀ ପଦ୍ମଶ୍ରୀ ଡ଼ ପୂର୍ଣ୍ଣମାସୀ ଯାନୀ ଯିଏ କି ଟାଡି ସରୁ ବାଈ ଭାବେ ଜଣାଶୁଣା ବହୁ ଭକ୍ତି ମୂଳକ କବିତା ଗୀତ ବିଭିନ୍ନ ଭାଷାରେ ରଚନା କରି ବିସ୍ମୟ ପ୍ରତିଭା ର ଅଧିକାରିଣୀ ହୋଇପାରିଛନ୍ତି।ଥିଙ୍କର୍ଷ କ୍ଲବ ର ୧୩୮ ତମ ଆଭାସୀ ଆଲୋଚନା ରେ ଡାକ୍ତର ବନୋଜ କୁମାର ରାୟ ମୁଖ୍ୟ […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୨/୧୧ : ଗଭୀର ଶୋକ ସହ ବ୍ରହ୍ମାକୁମାରୀ ପରିବାର, ଓଡିଶା ଆଜି ସୂଚନା ଦେଇଛି ଯେ ଆଦରଣୀୟ ଆଧ୍ୟାତ୍ମିକ ନେତୃତ୍ୱ, ରାଜଯୋଗିନୀ ଡା. କମଳେଶ ଦିଦିଜୀ ଆଜି ପୁବାହ୍ନ ୧୦:୪୦ରେ ଦେହତ୍ୟାଗ କରି ଦିବ୍ୟ ଲୋକକୁ ପ୍ରସ୍ଥାନ କରିଛନ୍ତି।ଡା. କମଳେଶ ଦିଦିଜୀଙ୍କୁ ତାଙ୍କ ଅସାମାନ୍ୟ ଆଧ୍ୟାତ୍ମିକ ସେବା, ସାମାଜିକ ଉନ୍ନତି, ଶାନ୍ତି, ନାରୀ ସଶକ୍ତିକରଣ ଓ ମୂଲ୍ୟଭିତ୍ତିକ ଜୀବନ ପ୍ରଚାର ପାଇଁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଥିଲା। Continue Reading
Odisha News
କଟକ, ୮/୧୧: ଯାହାର ଯେତେବେଳେ ଯିବାର ଥିବ ସିଏ ନିଶ୍ଚିତ ଯିବ । ଘର ଭିତରେ ଥିବାବେଳେ ନେଇଗଲା ଯମ । କଟକ ସହର ମଣି ସାହୁ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣକ ଘରେ ଉପରେ ଅନ୍ୟ ଜଣଙ୍କ ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି ।ମୃତଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ମଧ୍ୟ ରହିଛି । ମୃତକ ମାନେ ହେଲେ ଅବଦୁଲ ଜଲିଲ, ଅବଦୁଲ […]Continue Reading
Odisha News
କଟକ, ୮/୧୧ : ବାଲିଯାତ୍ରାରେ ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ବିଭାଗ । ଆଜି ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ କଟାଯାଇଛି ।ସୂଚନା ଅନୁଯାୟୀ, କଟକରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ୨୦୨୫ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା […]Continue Reading