Home Posts tagged cuttack odisha (Page 3)
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୯/୮: କଟକ ଜିଲ୍ଲାପାଳ ଓ ପୌର ମହାନଗର ନିଗମ ମେୟର ସୁବାସ ସିଂ ଙ୍କ ସହ କଟକ ବରିଷ୍ଠ ନାଗରିକ ମହାସଭାର ସଭାପତି ଡାକ୍ତର କୃପାସିନ୍ଧୁ ପଣ୍ଡା ଙ୍କ ନେତୃତ୍ୱରେ କେନ୍ଦ୍ର ସ୍ଥଳରେ ଏକ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଶଦ ଭାବେ ଆଲୋଚନା କରିଥିଲେ ।ବିଗତ ୧୦ ବର୍ଷ ହେଲାଣି ଏହି ଅନୁଷ୍ଠାନ ଗଠିତ ହୋଇ କଟକ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା […]Continue Reading
Top Stories
By Akshya Rout Cuttack/Odisha, Aug 31: The Nasha Mukt Abhiyan, aimed at promoting a drug-free society, has reached around 300 government schools across seven districts under Odisha’s Central Range, creating widespread awareness among students, teachers and local communities. In pursuance of Prime Minister Narendra Modi’s call for a Nasha Mukt Bharat and under the Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ/ଓଡ଼ିଶା, ୨୪/୮: ଥିଙ୍କର୍ଶ କ୍ଲବ ର ଷଷ୍ଠ ବର୍ଷ ୧୬୦ ତମ ଆଭାସୀ ଆଲୋଚନା କଳିଙ୍ଗ ଆଇ ଏ ଏସ ଏକାଡେମୀ ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ପରିବେଶ ସୁରକ୍ଷା ଓ ଜନସଚେତନତା ବିଷୟରେ ଅନୁଷ୍ଠିତ ହୋଇଯାଇଛି ।କଳିଙ୍ଗ ଏକାଡେମୀ ର ନିର୍ଦେଶକ ଦୀପକ ରାଉତ ପ୍ରାରମ୍ଭିକ ସୂଚନାଦେଇ ଏହି ଆଲୋଚନା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।ପରିବେଶବିତ୍ ସ୍ତମ୍ଭକାର ଡ଼ ଜୟକୃଷ୍ଣ ପାଣିଗ୍ରାହୀ ପରିବେଶ ର ବିଭିନ୍ନ ଦିଗ ଉପରେ ବିଶଦ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୮ /୭ : ଭାରତୀୟ ସମ୍ବିଧାନ ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା ।ସମ୍ବିଧାନ ମୁଖବନ୍ଧରେ ଉଲ୍ଲେଖ ଥିବା– ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷତା, ଗଣତନ୍ତ୍ର, ସାଧାରଣତନ୍ତ୍ର ରାଷ୍ଟ୍ର ର ନ୍ୟାୟ, ସ୍ଵାଧୀନତା, ସମାନତା, ଭାତୃ ଭାବ ଆଦି ର ଅର୍ଥ ବାଖ୍ୟା କରାଯାଇଥିଲା ।ସମ୍ବିଧାନ ମୁଖବନ୍ଧ କୁ ପାଳନ କରିବାରେ ଆମେ କେତେଦୂର ସଫଳ ହୋଇଛେ ସେ ସମ୍ପର୍କରେ ଅଗଷ୍ଟ ୯ ଦିନ ବିଶେଷ […]Continue Reading
Odisha News
କଟକ, ୧୭/୭ : ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କମିଶନରେଟ୍ ପୁଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ।ଡିସିପିଙ୍କ କହିବାନୁସାରେ, ପ୍ରଥମ ଟିମ୍ ପୋଷ୍ଟମର୍ଟମ ରିପୋର୍ଟ ସମେତ ଘଟଣା ସମ୍ପର୍କିତ ସମସ୍ତ ପ୍ରାଥମିକ ପ୍ରମାଣ ଓ ତଥ୍ୟ ସଂଗ୍ରହ କରୁଛି। Continue Reading
Odisha News
କଟକ, ୭/୭: କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା। ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟରେ ମୃତ୍ୟୁ କାରଣ ସଂପର୍କରେ ପୋଲିସ ସ୍ପଷ୍ଟ କରିବ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଆଇଆଇସି ନିଜ ଥାନା ଭିତରେ ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ସଂପର୍କରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ କରୁଛି ।କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିଜ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୦/୪ : ସ୍ତ୍ରୀ ଓ ପ୍ରସୂତି ବାଭାଗ ଡାକ୍ତର ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପଦରୁ ଅବସର ନେଇ ଅନେକ ପୁସ୍ତକ ରଚନା କରିଥିଲେ ।ଫଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସେ ସୁନାମ ଅର୍ଜନ କରିଥିଲେ ।ତାଙ୍କର ୧୨୦ ତମ ସ୍ମାରକୀ ବକ୍ତୃତା ଥିଙ୍କର୍ସ କ୍ଲବ ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଚିକିତ୍ସା ବୈଜ୍ଞାନିକ ଡ଼ Continue Reading
Odisha News
କଟକ, ୨୦/୪ : ଆଜି ଆମ ଓଡ଼ିଆଙ୍କ ମୁଖ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ।ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ଏହି ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଖି ମୁଠି ଅନୁକୂଳ କରିଛନ୍ତି।ଏହାପରେ ମୁଖ୍ୟମନ୍ତ୍ରୀ ଜମିରେ ହଳ କରିଥିଲେ। ଏହାସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ […]Continue Reading