Home Posts tagged cuttack odisha (Page 2)
Odisha News
କଟକ, ୩୦/୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯଶାତନା ମାମଲା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି।ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଏତଲା ଦେଇଥିଲେ। ଅନୁଭବ ଓ ସହଯୋଗୀ ଖଗେଶ୍ୱରଙ୍କ ହେବ ବିଚାର। ପୁରୀଘାଟ ଥାନାରେ ନିର‌୍ୟାତନା ମାମଲା ହୋଇଥିଲା।ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର‌୍ୟାତନା Continue Reading
Odisha News
କଟକ,୨୯/୧ : ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି।ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର Continue Reading
Odisha News
କଟକ,୨୭/୧ : ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ ବଡ଼ ଖୁଲାସା କରିଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ ବୋଲି ସେ କହିଛନ୍ତି ।ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ମୋକିମ । ତେବେ ଆଗକୁ ନିର୍ବାଚନ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୨୬/୧: ଆମ ସମ୍ବିଧାନ ଭଲ ଲୋକଙ୍କ ହାତରେ ପଡ଼ିଲେ ଭଲ, ଖରାପ ଲୋକଙ୍କ ହାତରେ ପଡ଼ିଲେ ଖରାପ ବୋଲି ମତ ପ୍ରକାଶ ପାଇଛି । ଥିଙ୍କର୍ଶ କ୍ଲବ ର ୧୪୬ ତମ ଆଭାସି ଆଲୋଚନା ସମୟ ର ମୁଖ୍ୟ ସମ୍ପାଦକ ଶ୍ରୀ ଗୁରୁ କଲ୍ୟାଣ ମହାପାତ୍ର ଶୁଭାରମ୍ଭ କରି ଭାରତ ଇତିହାସରେ କଳା ଶାସନ ସଂପର୍କରେ କହିଥିଲେ ।ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଓ ବରିଷ୍ଠ ପ୍ରଶାସକ ବିବେକ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଘୋଷିତ […]Continue Reading
Odisha News
କଟକ,୨୪/୧ : ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । କଟକର ଟାଣୁଆ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳରେ ଇସ୍ତଫା ପର୍ବ ସାମିଲ ହୋଇଛନ୍ତି । ଶନିବାର ମୋକିମଙ୍କ ସମର୍ଥକ କୁହାଯାଉଥିବା ୪୧ ଜଣ କଂଗ୍ରେସ ନେତା ସମୂହ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅପାରଗ ନେତୃତ୍ୱକୁ ନେଇ ଇସ୍ତଫା ଦେଇଥିବା କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଇସ୍ତଫା ଦେଇଥିବା […]Continue Reading
Odisha News
ଆଠଗଡ଼, ୨୨/୧ : ଭିଜିଲାନ୍ସ ଜାଲରେ କଟକ ସଦର ତହସିଲ କଖଡି ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା କଟକ ଭିଜିଲାନ୍ସ ଟିମ୍ । ଏକ ଜମିବାଡ଼ି ଦାଖଲ ଖାରଜ କେସ୍କୁ ରଫାଦଫା କରିବା ଉଦ୍ଦେଶ୍ୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।ଆଠଗଡ଼ ତହସିଲ ଅନ୍ତର୍ଗତ ବ୍ରଜବିହାରୀପୁର ଗ୍ରାମର ପ୍ରଦୀପ୍ତ ରାଉତଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୯/୧:ସମ୍ବିଧାନ ପ୍ରସ୍ତୁତିରେ କଂଗ୍ରେସ ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ବିଶେଷଭାବେ ଲୋକମାନଙ୍କ ପାଇଁ ଉପଯୋଗୀତା କରିବା ନିମନ୍ତେ ଯୋଗ୍ୟ ଲୋକ ମାନଙ୍କ ଆବଶ୍ୟକତା ଅଛି ।ତାହେଲେ ସମ୍ବିଧାନ ର ଗୁରୁତ୍ବ ମହତ୍ତ୍ଵ ରହିବ ।ବିଧାନ ସଭାକୁ ଠିକଣା ପ୍ରତିନିଧି ଯିବା ଉଚିତ୍ ।ଦାୟିତ୍ଵ ମତଦ।ତା ଓ ରାଜନୈତିକ ଦଳପତି ମାନଙ୍କ ନିଷ୍ପତ୍ତି ବୋଲି ଥୀଙ୍କର୍ଷ କ୍ଲବ ର ୧୪୫ ତମ ଆଭ।ସି Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୧୯/୧: ବକ୍ସିବଜାର ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ୨୫ ଦିନ ଧରି ଦିବାରାତ୍ରି ଧ୍ୟାନ ଶିବିର ଉଦଯାପିତ ହୋଇଯାଇଛି ।ବି କେ ଝୁନୁ ଏହି ଅନୁଷ୍ଠାନ ପ୍ରତିଷ୍ଠାତା ଦାଦା ଲେଖ ରାଜ ଙ୍କ ୫୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ କହିଲେ ଯେ ଆଜି ଅବ୍ୟକ୍ତ ଦିବସ ରୂପେ ସାରା ବିଶ୍ଵ ରେ ପରିଚାଳିତ ୧୪୦ ଟି ବି କେ ଆଶ୍ରମ ରେ ଏହିପରି କାର୍ଯ୍ୟକ୍ରମ ପାଳିତ ହୋଇ ବିଶ୍ବରେ ଶାନ୍ତି […]Continue Reading