Home Posts tagged cuttack odisha (Page 18)
CBI arrests,Stock Exchange CEO ,Chitra Ramkrishna,N Odisha News
କଟକ,୧୭/୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ସକାଳ ୧୦ଟାରେ ପ୍ରକାଶ ପାଇବ । ତେବେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଏହି ପରୀକ୍ଷା ଫଳ ବା ସ୍କୋର କାର୍ଡକୁ ଦିନ ୧୨ଟାରେ ଡାଉନଲୋଡ୍ କରିବାର ସୁଯୋଗ ପାଇବେ ।ସୂଚନା ଅନୁସାରେ ଆସନ୍ତାକାଲି ବୋର୍ଡ ସଭାପତି ରାମାସିସ୍ ହଜାରାଙ୍କ ଦ୍ୱାରା ସକାଳ ୧୦ଟାରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରାଯିବ । ପରୀକ୍ଷାର୍ଥୀମାନେ ଦିନ ୧୨ଟାରୁ ନିଜ ସ୍କୋର Continue Reading
Odisha News
କଟକ,୧୬/୫ : ମେ’ ୧୮ ତାରିଖ ସକାଳ ୧୦ଟା ବେଳେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି।ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା (ସମ୍ମେଟିଭ ୨ ପରୀକ୍ଷା) ହୋଇଥିଲା। ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୦.୫୫% ରହିଥିଲା।Continue Reading
Odisha News
କଟକ,୫/୫ : ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା ଦେଇଛନ୍ତି।ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ଠକ ତାନ୍ତ୍ରିକ ମୌଲାନା କୈଫି ଖାନର ନାଁରେ ଥିବା ଆଉ ୮୦ଟି ଆକାଉଣ୍ଟ ଠାବ […]Continue Reading
Odisha News
କଟକ,୨୭/୭: କଟକ ସହରରେ ବୁଧବାର ଦିିନ ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ହୋମ୍ କ୍ବାରେଣ୍ଟାଇନରୁ, ୧୧ ଜଣ ସରକାରୀ କ୍ବାରେଣ୍ଟାଇନରୁ ଏବଂ ୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଦୁଇ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଥୋରିଆ ସାହିର ଜଣେ କୋଭିଡ୍ ଯୋଦ୍ଧା ଓ ସୁତାହାଟର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଏହା ସହିତ ସିଏମସି ଅଞ୍ଚଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଛି […]Continue Reading
Odisha News
କଟକ,୫/୭: କଟକର ମାଣିକଘୋଷ ବଜାରରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାଯାଇଛି। ସେଠାରେ ଗୋଟେ ପରିବାରରୁ ୧୧ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାରର ଜଣେ ସଦସ୍ୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ଭଉଣୀ ଭୁବନେଶ୍ବରରୁ କଟକ ଆସିଥିଲେ। ବାହାଘର ଉତ୍ସବ ଶେଷ ହେବା ପରେ ଭଉଣୀ ଭୁବନେଶ୍ବର ଫେରିଯାଇଥିଲେ। ସେଠାରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତାପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପରିବାରର Continue Reading