ବରଦା ଦାସଙ୍କ ରିପୋର୍ଟକଟକ,୩/୧୨: ବିଶ୍ଵ ରେ କେହି ମୂରବୀ ନ ଥିବାରୁ ଆଜି କେହି କାହା କଥା ମାନିବାକୁ ରାଜି ନୁହେଁ। କିଛି ରାଷ୍ଟ୍ର ନେତା ସେମାନଙ୍କ ଜିଦ୍ ରେ ଅଟଳ ରହୁଥିବାରୁ ଯୁଦ୍ଧ ଲାଗି ରହିଛି । କୌଣସି ସମାଧାନ ହୋଇପାରୁନି ।ଫଳରେ ସେ ସବୁ ରାଷ୍ଟ୍ରରେ ଶାନ୍ତି ବ୍ୟାହତ ହୋଇଛି ବୋଲି ଥିଙ୍କର୍ଷ କ୍ଲବ ର ୧୦୭ ତମ ଆଭାସି ଆଲୋଚନାରେ ବହୁ ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିଛନ୍ତି ।ଅବସର ବିଶିଷ୍ଟ ପ୍ରଶାସକ ବିବେକ […]Continue Reading
ବାରଙ୍ଗ, ୧/୧୨ : ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ସାମନାକୁ ଆସିଛି ଦୁଃଖଦ ଖବର । କଟକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ପୁଅଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି।ସୂଚନା ଅନୁସାରେ ଶନିବାର ସଂଧ୍ୟା ସମୟରେ ଅଭିଯୁକ୍ତ ଗୋବର୍ଦ୍ଧନଙ୍କ ଘରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ହଠାତ ତାଙ୍କ ଘରୁ ବଡ ପାଟିରେ ଚିକ୍ରାର ଶୁଣାଯାଇଥିଲା । ଯାହା […]Continue Reading
କଟକ, ୧୯/୧୧ : ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଆଉ ଦିନଟିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବାଲିଯାତ୍ରା ୨୨ତାରିଖ ପରିବର୍ତ୍ତେ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ।ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ Continue Reading
କଟକ, ୧୩/୧୧ : ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା […]Continue Reading
କଟକ, ୭/୧୧ : ଐତିହାସିକ ବାଲିଯାତ୍ରା ନେଇ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ବୋଲି ହାଇକୋର୍ଟ କହିଛନ୍ତି।ହାଇକୋର୍ଟ କହିଛନ୍ତି ଯେ, ବାଲିଯାତ୍ରାରେ ଅସମ୍ଭାଳ ଭିଡ ନିୟନ୍ତ୍ରଣ ପାଇଁ Continue Reading
କଟକ, ୪/୧୧ : କାଳୀ ମେଢ଼ ଭଷାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି। କଟକର ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଏହି ସଂଘଷ ହୋଇଛି। ଆହତ ୬ ଜଣଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୁଲିସର ସୂଚନା ଅନୁଯାୟୀ, ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ କାଳୀ ମେଢ଼ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ କୌଣସି କଥାକୁ […]Continue Reading
କଟକ, ୧୮/୧୦ : ଦୁର୍ଘଟଣାରେ ମୁଣ୍ଡରେ ଲାଗିଥିଲା ଆଘାତ। ହେଲେ ରୋଗୀଙ୍କ ତଳି ପେଟ ଅପରେସନ୍ କରିଦେଲେ ଡାକ୍ତର! ଏପରି ସଙ୍ଗୀନ ଅଭିଯୋଗ କଟକ ରୁଦ୍ର ହସ୍ପିଟାଲ ବିରୋଧରେ ଆସିଛି। ଅଭିଯୋଗ ହେଉଛି ଅପରେସନ୍ ନାଁରେ ମେଡିକାଲ୍ କର୍ତ୍ତୃପକ୍ଷ ଅଙ୍ଗ ତସ୍କରୀ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ। ଅନ୍ୟପକ୍ଷରେ ମେଡ଼ିକାଲ୍ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଳ Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୧୦/୧୦: ନବରାତ୍ର ଉପଲକ୍ଷେ ନଅ ଦିନ ବ୍ୟାପୀ ଯୋଗ ଭଟି ଓ ସତସଙ୍ଗ ଶିବିର ଆଜି ଉଦଯାପନ ହୋଇଯାଇଛି ବି କେ ଝୁନୁ ଧ୍ୟାନ କରାଇ ସୁନ୍ଦର ବିବରଣୀ ଦୀର୍ଘ ସମୟଧରି ଦେଇଥିଲେ ।ଯାହାକି ପ୍ରଶଂସନୀୟ ହୋଇଛି । ବି କେ ଅରବିନ୍ଦ ଦୈନିକ ଯୋଗାଭ୍ୟାସ ଦ୍ଵାରା ଆତ୍ମୋନତି ହୋଇ ପାରିବ। ସହ ଶାନ୍ତି ପ୍ରାପ୍ତି ହେବ ବୋଲି କହିଥିଲେ ।ବି କେ ଛୋଟୁ, ସନ୍ତୋଷ,ବରଦା,ରମେଶ,ମୀରା,ଜୟନ୍ତୀ,ଆଦି ଭାଇ ଭଉଣୀ ମାନେ ନିଜ ନିଜର ଅନୁଭୂତି […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୨/୧୦: ଦଶହରା ନବରାତ୍ର ଉପଲକ୍ଷେ ନଅଦିନ ବ୍ୟାପୀ ଯୋଗ ଭଟ୍ଟି ଶିବିର ବକ୍ସି ବଜାର ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଛି । ବି କେ ଛୋଟୁ,ବରଦା ଦାସ ଅତିଥି ଭାବେ ଯୋଗ ଦେଇ ସମସ୍ତ ଭାଇ ଭଉଣୀଙ୍କୁ ଚନ୍ଦନ ଟିପା ଓ ମୁକୁଟ ପିନ୍ଧ।ଇ ଶିବିର ସମ୍ପର୍କରେ ଭାଷଣ ଦେଇ ବହୁ ସଂଖ୍ୟାରେ ଉପକୃତ ପାଇଁ କହି ଥିଲେ ।ପରେ ଆଶ୍ରମ ମୁଖ୍ୟ ବି […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ , ୨୮/୯ : କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ତରଫରୁ ନିଜସ୍ଵ କାର୍ଯ୍ୟମାଳୟରେ ସଭ୍ୟ ସଭ୍ୟା ମାନଙ୍କର ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପଦେଷ୍ଟା ଡାକ୍ତର ସଂଜିତ୍ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।ବିଶେଷଜ୍ଞ ଡାକ୍ତର ଏସ କେ ଗିରି ,ବି ବି ନାୟକ, ଅନୁଶୟା ନନ୍ଦ ଦୀର୍ଘ ସମୟ ଧରି ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରୀ ଔଷଧ ବିଷୟ ପରାମର୍ଶ ଦେଇଥିଲେ ।ଏଥି […]Continue Reading




