Home Posts tagged cuttack odisha (Page 12)
Odisha News
କଟକ, ୧୯/୪: ନକଲି ଜିନିଷର ହବ୍ ପାଲଟିଛି କଟକ। ନକଲି ତେଲ, ଘିଅ, ମସଲା, ସସ୍ ଓ ଜର୍ଦ୍ଦା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରିଛି ପୁଲିସ ।କଟକ ମାଲଗୋଦାମ ପୁଲିସ୍ ଟାଙ୍ଗି ଓ ମାହାଙ୍ଗ ଅଞ୍ଚଳରେ ଥିବା ନକଲି ଡିଟରଜେଣ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କଂପାନୀର ଷ୍ଟିକର ଜବତ କରାଯାଇଛି। ଏହି ଘଟଣାରେ ପୁଲିସ […]Continue Reading
Odisha News
କଟକ ୨୮/୩ : କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏଣିକି ଆଉ କାଠଯୋଡି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏଭଳି ଜନ ବିରୋଧୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।କାଠଯୋଡ଼ି ନଦୀରେ ମିଶୁଥିବା ଏହି […]Continue Reading
Odisha News
କଟକ,୨୭/୭: କଟକ ସହରରେ ବୁଧବାର ଦିିନ ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ହୋମ୍ କ୍ବାରେଣ୍ଟାଇନରୁ, ୧୧ ଜଣ ସରକାରୀ କ୍ବାରେଣ୍ଟାଇନରୁ ଏବଂ ୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଦୁଇ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଥୋରିଆ ସାହିର ଜଣେ କୋଭିଡ୍ ଯୋଦ୍ଧା ଓ ସୁତାହାଟର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଏହା ସହିତ ସିଏମସି ଅଞ୍ଚଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଛି […]Continue Reading
Odisha News
କଟକ,୫/୭: କଟକର ମାଣିକଘୋଷ ବଜାରରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାଯାଇଛି। ସେଠାରେ ଗୋଟେ ପରିବାରରୁ ୧୧ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାରର ଜଣେ ସଦସ୍ୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ଭଉଣୀ ଭୁବନେଶ୍ବରରୁ କଟକ ଆସିଥିଲେ। ବାହାଘର ଉତ୍ସବ ଶେଷ ହେବା ପରେ ଭଉଣୀ ଭୁବନେଶ୍ବର ଫେରିଯାଇଥିଲେ। ସେଠାରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତାପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପରିବାରର Continue Reading