Home Posts tagged CUTTACK BALIYATRA
Odisha News
କଟକ,୨୭/୧୧: ବାଲିଯାତ୍ରାରେ ଦୋଳି ଚାଳନା ଉପରେ ଲାଗିଥିବା କଟକଣା ହଟାଇଛି ପ୍ରଶାସନ। ଏଣିକି ନିର୍ଦ୍ଧାରିତ ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁପାଳନ କରି ଦୋଳି ଚାଳନା କରାଯାଇପାରିବ। ଦୋଳିର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦୋଳିରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।ସୂଚନା ଅନୁଯାୟୀ, ବାଲିଯାତ୍ରାରେ ଦୋଳି ଚାଳନା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ପକ୍ଷରୁ ଦୋଳି Continue Reading
Odisha News
କଟକ , ୮/୧୦ : ବାଲିଯାତ୍ରା ପଡିଆ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ନୋ ଡ୍ରୋନ ଜୋନ ଘୋଷଣା କରାଯାଇଛି । ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ପାଇଁ କଟକଣା ଜାରି କରାଯାଇଛି ।ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ ଉଡାଣ ମନା କରାଯାଇଛି । ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ , […]Continue Reading