କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୨: ସମ୍ପ୍ରତି ରାଜ୍ୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରରେ ହରଭଙ୍ଗା ବ୍ଲକରେ ଓଡ଼ିଆ ଭାଷା ସବୁଠାରୁ ଅଧିକ ଦୟନୀୟ ଅପଭ୍ରସଂ ର ଶୀକର ହୋଇଛି ।ଗତ ସାତ ଜାନୁଆରୀ ୨୦୨୬ ରିଖ ଦିନ ଭେଜିଗୋରା ଠାରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନାମ ଫଳକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ଆଗରେ ଶ୍ରା ଲେଖା ଯାଇଥିବା ବେଳେ ଭି ଭି ଜି ରାମଜୀ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୨ : (ସୋମବାର) ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ସର୍କିଟ ହାଉସ୍ ଠାରେ ଜିଲ୍ଲାକୁ ଷ୍ଟଡି ଟୁରରେ ଆସିଥିବା ୩୮ ଜଣ ଅଧିକାରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ, ସମ୍ବର୍ଦ୍ଧନା ଦିଆ ଯାଇଛି ।୨୦୨୧ ମସିହା ପଞ୍ଚମ ବ୍ୟାଚ(କ ବିଭାଗ )ର ଉକ୍ତ ୩୭ ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ ଙ୍କୁ ସର୍କିଟ ହାଉସ୍ ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଅଙ୍କିତା ସାହୁ, […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୨ : ଆଜି ବିଜୁ ମହିଳା ଜନତାଦଳ ର କାର୍ଯ୍ୟକର୍ତ୍ତା ଦଳର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ବିଜୁ ମହିଳା ଜନତାଦଳର ବିଭିନ୍ନ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତା ଘୋଷଣା କରିଛନ୍ତି ।ଏହି କ୍ରମରେ ବୌଦ୍ଧ ଜିଲ୍ଲାର ସଭାନେତ୍ରୀ ଭାବେ ପୂର୍ବତନ ବୌଦ୍ଧ ନଗରପାଳ ଦକ୍ଷ ସଙ୍ଗଠିକା ଦିପ୍ତୀପ୍ରଭା ସ୍ୱାଇଁଙ୍କୁ ମନୋନୀତ କରିଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜସ୍ମିନୀ ପ୍ରଧାନଙ୍କୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୨ : ବିଜୁ ଜନତାଦଳର ଆଗ ଧାଡ଼ିର ନେତା ଧଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଶ୍ଵାମିତ୍ର ମହାଙ୍କୁଡ ଙ୍କରଗତ ୦୩ତାରିଖ ଦିନ ପରଲୋକ ଘଟିଥିଲା ।ଶନିବାର ଦ୍ଵାଦଶାହ ଅବସରରେ ତାଙ୍କ ରାଜନୈତିକ ସହଯୋଗୀ ବନ୍ଧୁ ପୂର୍ବତନ ବୌଦ୍ଧ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ତାଙ୍କ ଜନ୍ମ ସ୍ଥାନ କୁଶସିଙ୍ଗା ଗ୍ରାମ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋକସଭାରେ ପୂର୍ବତନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୨ : ସମ୍ପ୍ରତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ପଞ୍ଚାୟତରେ ବିକଶିତ ଭାରତ -ଜୀ ରାମ ଜୀ ନାମରେ ଏକ ବ୍ୟାନର ଝୁଲୁଛି । ଯାହା ତ୍ରୁଟିପୂର୍ଣ୍ଣ ଓଡ଼ିଆ ଶବ୍ଦରେ ଲେଖାଯାଇଛି ।ଏହି ବ୍ୟାନର କୁଆଡେ ପଞ୍ଚାୟତ ସମିତି ହରଭଙ୍ଗା ପକ୍ଷରୁ ଯୋଗାଇ ଦିଆଯାଇଛି । ଯେଉଁଥିରେ ପଞ୍ଚାୟତ ସମିତି ବଦଳରେ କୋଉ ଶବ୍ଦ ଲେଖାଯାଇଛି ତାହା ଓଡ଼ିଆ ଶବ୍ଦ କୋଷରେ ସୁଦ୍ଧା ନାହିଁ ।ଏଭଳି ଭାବରେ ବ୍ଲକ କର୍ତୃପକ୍ଷ ଓଡ଼ିଆ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୨ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ରାଷ୍ଟ୍ରୀୟ ପେନସନ ଯୋଜନା ସଂପର୍କିତ ଏକ ସଚେତନତା ଶିବିର ଆଜି ପୂର୍ବାହ୍ନ ୧୦ଘ. ୩୦ ମି. ରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା କୋଷାଗାର ଅଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଜଗନ୍ନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଏନପିଏସ୍ ସଂପର୍କିତ ସଚେତନତା ଏବଂ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୨ : ବୌଦ୍ଧ ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପ୍ରବନ୍ଧନ ସମିତିର ତୃତୀୟ ବୈଠକ ତାରିଖ ୧୨.୦୨.୨୦୨୬ ରେ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନକ ମେହେର ସମିତିର ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୨ : ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଯୋଜନା ଆଧାରରେ ଜିଲ୍ଲା ଶିକ୍ଷାବିଭାଗ ଦ୍ୱାରା ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ବସକୁ ଗନ୍ଧ ପୁଷ୍ପ ନାରିକେଳ ପୂଜନ ପୂର୍ବକ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଅତିରିକ୍ତ ଜିଲ୍ଲା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୨ : ପଦପଦବୀର ଗାରିମାଠାରୁ ଦୂରରେ ରହି ଜଣେ ସ୍ନେହୀ ଅଭିଭାବକ ସାଜିଲେ ଜିଲ୍ଲାପାଳ। ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ନିଜ ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ନକରି ବୀରନରସିଂହପୁର ବାଲାଶ୍ରମର ପିଲାଙ୍କ ସହ ସମୟ ଅତିବାହିତ କରିଛନ୍ତି।ବାଲାଶ୍ରମ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ସେମାନଙ୍କ ସହ କେକ୍ କାଟିବା ସହ ଚକଲେଟ୍ ଓ ଖାଦ୍ୟ ବଣ୍ଟନ କରିଥିଲେ। ପରେ ପିଲାଙ୍କ ଗହଣରେ ନିଜେ ବସି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୨ : ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରାର ବାର୍ଷିକ କ୍ରୀଡା ଉତ୍ସବ, ବିଦ୍ୟାଳୟର ନିଜସ୍ୱ ଖେଳପଡିଆରେ ଆରମ୍ଭ ହୋଇଛି ।ଅଦ୍ୟ ୦୭/୦୨/୨୦୨୬ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗ ଦେଇ ପାଠ ସହ ଖେଳକୁଦ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଦାୟିତ୍ୱରେ ଥିବା Continue Reading




