
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୪ : ଶନିବାର ଦିନ କଣ୍ଟାମାଳ ବ୍ଲକ ଅର୍ନ୍ତଗତ ସିଆଲଝୁଲି ଗ୍ରାମ ର ଶ୍ରୀ ଶ୍ରୀନିବାସ ବେହେରା ଙ୍କ ମର ଶରୀର ନିଜ ଗାଁ ରେ ପହଞ୍ଚିଛି । ପୂର୍ବ ସୂଚନା ମୁତାବକ ତାମିଲନାଡୁ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ଶ୍ରୀନିବାସ ବେହେରା ଙ୍କ ସେଠାରେ କୌଣସି କାରଣ ବଶତଃ ମୃତ୍ୟୁ ଘଟି ଥିଲା ।ଜିଲ୍ଲା ପ୍ରଶାସନ ବଲାଙ୍ଗୀର, ଜିଲ୍ଲା ପ୍ରଶାସନ ବୌଦ୍ଧ ଏବଂ ଶ୍ରମ ବିଭାଗ , ବୌଦ୍ଧ ର ମିଳିତ […]Continue Reading