କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୫ : ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଫିଟନେସ ଓ ହାପିନେସ କ୍ଲବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ ।ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୫: ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଦିନ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଦୁଇଜଣକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ପୁରୁଣାକଟକ ଥାନା ଅନ୍ତର୍ଗତ ଜିରାଡ ଗ୍ରାମର ଆନନ୍ଦ ସ୍ୱାଇଁ ଓ ବିଭିଷଣ ସ୍ୱାଇଁ ଦୁଇ ଭାଇ ଅଟନ୍ତି ।ଜମିବାଡିକୁ କେନ୍ଦ୍ର କରି ଦୁଇ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୫: ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଭି. କିର୍ତ୍ତିରାଜ ରାଜୁ ୯୬.୨% ପ୍ରତିଶତ ମାର୍କ ରଖି ବୌଦ୍ଧ ଜିଲ୍ଲା ଟପ୍ପର ହୋଇଛନ୍ତି । କିର୍ତ୍ତିରାଜ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ବୌଦ୍ଧ ସହରର ଜଣାଶୁଣା ବ୍ୟବସାୟୀ ଭି.ରାମପ୍ରସାଦ ରାଜୁ ଓ ଭି,ରୁକ୍କୁଣୀ ରାଜୁଙ୍କ ପୁତ୍ର ଅଟନ୍ତି । ଏହି ସଫଳତା ପାଇଁ କିର୍ତ୍ତିରାଜଙ୍କୁ ତାଙ୍କର ସହପାଠୀ ଓ ଶିକ୍ଷକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୫ : ରାଜସ୍ଥାନର ପୋଖରାନ ଠାରେ ଗତ ୧୯୭୪ ମସିହାରେ ପ୍ରଥମ ପରମାଣୁ ପରୀକ୍ଷଣ ହୋଇଥିଲା । ଏହି ପରୀକ୍ଷାର ଦୀର୍ଘ ୨୪ ବର୍ଷ ପରେ ୧୯୯୮ ମସିହା ମେ ୧୧ ତାରିଖ ଓ ୧୩ ତାରିଖରେ ମୋଟ ପାଂଚଟି ପରମାଣୁ ପରୀକ୍ଷା କରାଯାଇଥିଲା ।ଏହି ପରମାଣୁର ସଫଳ ପରୀକ୍ଷଣ ହୋଇଥିଲା । ଏହି ପରୀକ୍ଷଣ ଯୋଗୁଁ ଭାରତ ଏକ ପରମାଣୁ ସଂପର୍ଣ୍ଣ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହି ପରମାଣୁ ପରୀକ୍ଷଣର ସ୍ମୃତିରେ […]Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୫: ବୌଦ୍ଧ ଜିଲ୍ଲା ସିଜେଏମ ( ମୁଖ୍ୟ ଦଣ୍ଡାଧିଶ) ବିଶେଶ୍ୱର ବିଶ୍ୱପ୍ରକାଶ ରାୟ ଗୁରୁବାର ଦିନ ଏକ ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତ ବାପ ପୁୃଅକୁ ଏକ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଥିବା ଜଣାପଡିଛି ।ମାମଲରୁ ପ୍ରକାଶ ଗତ ୨୬.୫.୨୨ରେ ତାରିଖରେ ମନମୁଣ୍ଡା ଧିବରସାହିର ଡମ୍ବରୁ ସେଠୀ ଘରେ ଅପରାହ୍ନ ସମୟରେ ଖାଉଥିବା ସମୟରେ ତାଙ୍କ ସାନ ଭାଇ ସୁରୁବାବୁ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୫: ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ରେ ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୯/୫ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ୪୫ତମ ପ୍ରତିଷ୍ଠା ଦିବସ ଅବସରରେ ବାର୍ଷିକ ଉତ୍ସବ ମହାସମାରୋହରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୫ : ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ଆଟିଷ୍ଟ ଆସୋସିଏସନ ପକ୍ଷରୁ ଚାଲିଥିବା ଭଏସ ଅଫ ବୌଦ୍ଧ ପ୍ରତିଯୋଗୀତାରେ ପ୍ରହଲ୍ଲାଦ ରଣା ପ୍ରଥମ ସ୍ଥାନ ଅଧିକାର କରି ଭଏସ ଅଫ ବୌଦ୍ଧ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଶୃତି ପଟ୍ଟାନାୟକ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସାରଦା ପ୍ରଶନ୍ନ ବୋଷ । ଜିଲ୍ଲାର କୋଣ ଅନୁକୋଣରୁ ଲୁକାୟିତ ଥିବା ପ୍ରତିଭାମାନଙ୍କୁ ଅନ୍ୱେଷଣ କରିବା ପାଇଁ ପ୍ରଥମ ଥରପାଇଁ ଭଏସ ଅଫ ବୌଦ୍ଧ ପ୍ରତିଯୋଗିତା […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୫/୫: ଗତ ୨୦୨୨-୨୩ ଏନ୍.ଏମ୍.ଏ ବୃତ୍ତି ପରିକ୍ଷାରେ ବୌଦ୍ଧ ଏନ୍ଏସିର ବୁଟୁପାଲି ସରକାରୀ ୟୁପିଏସ ବିଦ୍ୟାଳୟର ଦୁଇ ଛାତ୍ରୀ ରିନା ମେହେର, ମୋନିଶା ମେହେର ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବୌଦ୍ଧ ଏନଏସିର ଏକମାତ୍ର ଏହି ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି. ଚନ୍ଦ୍ରଶେଖର ରାଜୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ଭୋଇ,ଶିକ୍ଷୟତ୍ରୀ ମଧୁଶ୍ରୀ Continue Reading
ବୌଦ୍ଧ,୫/୫: ବରଗଛରେ ପିଟିହୋଇ ଓଲଟି ପଡ଼ିଲା ପୁଲିସ ଭ୍ୟାନ୍। ଦୁର୍ଘଟଣାରେ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲ ସୀମାନ୍ତ ବାଉରୀଯୋର ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତ ପୁଲିସ କର୍ମଚାରୀମାନେ ହେଲେ ଜଣେ ପୁଲିସ ଏସ୍ଆଇ ଓ ୪ ଜଣ କନେଷ୍ଟବଲ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଗତକାଲି ବୀମହାରାଜପୁର ବ୍ଲକ ସୁବଳୟା ଥାନାର ୫ଜଣ ପୁଲିସ କର୍ମଚାରୀ ପିତାମଉରୁ Continue Reading