କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ୧/୬: ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ , ବୌଦ୍ଧ ସଖା ତରଫରୁ କର୍ମଚାରୀ ଭଵନରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମିଳିତ ଅମଲା ମଞ୍ଚ ର ଅଧକ୍ଷ ମାନସ ରଞ୍ଜନ ସେଠିଙ୍କ ଅଧକ୍ଷାତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପ୍ରତି ସରକାର ଟାଲତୁଳ ନୀତି ଅଵଲଂବହନ କରଯାଉ ଥିବାରୁ ଅମଲା ମାନଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୩୦/୫: ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୮ତାରିଖ ରବିବାର ଦିନ ସୁନାଖଳା, ନାଚୁଣୀସ୍ଥିତ ଜଗତି ଆଶ୍ରମରେ ପୁରୀବିଜେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ, ଆଲୋଚନା ଚକ୍ର ଓ ପୁସ୍ତକ ପ୍ରଣୟନ ବିଷୟରେ ବିଭିନ୍ନ ଲୀଳାକ୍ଷେତ୍ରରୁ ଆସିଥିବା ପ୍ରତିନିଧି ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୫: ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୮ତାରିଖ ରବିବାର ଦିନ ସୁନାଖଳା, ନାଚୁଣୀସ୍ଥିତ ଜଗତି ଆଶ୍ରମରେ ପୁରୀବିଜେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ, ଆଲୋଚନା ଚକ୍ର ଓ ପୁସ୍ତକ ପ୍ରଣୟନ ବିଷୟରେ ବିଭିନ୍ନ ଲୀଳାକ୍ଷେତ୍ରରୁ ଆସିଥିବା ପ୍ରତିନିଧି ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୫: ବୌଦ୍ଧ ଜିଲ୍ଲା ତାଇକୋଣ୍ଡୁ ସଂଘ ପକ୍ଷରୁ ରବିବାର ଦିନ ବନ୍ୟା ଆଶ୍ରୟ ସ୍ଥଳି ଠାରେ ଅଷ୍ଟମ ବେଲଟ ପରୀକ୍ଷା ଉଦଘାଟିତ ହେଇଛି । ସଂଘ ପକ୍ଷରୁ ବନ୍ୟା ଆଶ୍ରୟ ସ୍ଥଳିରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲୋ । ସମ୍ମାନୀତ ଅତିଥିଭାବେ ରାଜ୍ୟ ତାଇକୋଣ୍ଡୁ ସଂଘର ସଂପାଦକ ମନମୋହନ ଭଂଜ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ଖେଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୫: ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ନ୍ତଗ ୧୭ ନମ୍ବର ୱାର୍ଡର ମହିଳାମାନେ ପାନୀୟଜଳ ଓ ଡ୍ରେନପାଣି ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ସୂଚନା ମୁତାବକ ୧୭ ନମ୍ବର ୱାର୍ଡର କୁଳୁଥନାଳି ପାଣିଟାଙ୍କି ନିକଟରେ ରହୁଥିବା ବସ୍ତିବାସୀନ୍ଦାମାନେ ସେଠାରେ ୪୦ବର୍ଷ ହେଲା ବସବାସ କରିଆସୁଛନ୍ତି ।ଏହି ବସ୍ତି ବାସୀନ୍ଦାମାନେ ବୌଦ୍ଧ ବିଜ୍ଞାପିିତ ଅଞ୍ଚଳରେ ଭୋଟଦାନ କରୁଥିବାବେଳେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ: ୨୬/୫ :ବୌଦ୍ଧ ଜିଲ୍ଲାର ବ୍ରକ୍ଷହ୍ମଣିପାଲି ପଂଚାୟତ ଅନ୍ତର୍ଗତ ପାଞ୍ଚଗୋଟି ପଂଚାୟତର କେନ୍ଦ୍ରସ୍ଥଳୀ ଖଲିଆପାଲି ଶିବ ମନ୍ଦିର ନିକଟରେ ନୂତନ ଜଗନ୍ନାଥ ମନ୍ଦିରର ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂଜକ ଭାବେ ବବୁଲୁ ପାଢ଼ୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ଦେବହରି ମହାକୁଳ ଓ ତାଙ୍କ ଧର୍ମପତ୍ନୀ ଶୈଳେନ୍ଦ୍ରି ମହାକୁଡ଼ ଦାୟିତ୍ୱ ତୁଲାଇଥିଲେ କ୍ଷ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟଞ୍ଜୟ ମିଶ୍ର Continue Reading
କମ୍ଭୁକ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୫ : ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସମସ୍ତ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୫: ବୌଦ୍ଧ ପୁଲିସ ପକ୍ଷରୁ ପ୍ରତିଦିନ ବ୍ୟାପକ ଭାବେ ବେଆଇନ ଗଞ୍ଜେଇ ଚାଲାଣ ଓ ରଖିବା ଉପରେ ଚଢାଉ ଜାରି ରଖିଛି । କିନ୍ତୁ ଜିଲ୍ଲା ପୁଲିସର ଗଞ୍ଜେଇ ମାମଲା ଗୁଡିକୁ ଦେଖିବାକୁ ଗଲେ ଏଠାରେ ମାଫିଆ ଖସି ଯାଉଥିବା ବେଳେ ପୁଲିସ କିଛି ନିରିହ ଲୋକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ସାରି ଦେଉଛି । ଗତ ସୋମବାର ଦିନ ବୌଦ୍ଧ ପୁଲିସ ବଘିଆପଡା ଅଞ୍ଚଳର ଜିଲେଜୁ ଗ୍ରାମରେ ଗଞ୍ଜେଇ ଥିବା […]Continue Reading
ବୌଦ୍ଧ,୨୪/୫: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧ କମଳପୁର ଛକ ନିକଟରେ ବୁଧବାର ଭୋର ୫ଟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଟ୍ରକ ପିଟିଦେବାରୁ ଗାଡି ଦୁଇଟି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା ଓ ବାଉଁଶୁଣି ଥାନାର ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ହୋଇଛି।ସୂଚନାଯୋଗ୍ୟ ଯେ, କଟକରେ ଏକ ରେସକ୍ୟୁ ଅପରେଶନରେ ଯୋଗଦେବାକୁ ଯାଇଥିଲେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୫ : ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଙ୍କ ବିଜ୍ଞପ୍ତି ସଂଖ୍ୟା ୯୬୩୦ ତାରିଖ ୧୨.୦୫.୨୦୨୩ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ର ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଦାମୋଦର ସାହୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ସଦସ୍ୟ ଭାବେ ଶ୍ରୀଯୁକ୍ତ ରାଜୀବ ନାୟକ ଏବଂ ପ୍ରମୋଦ କୁମାର ସାହୁ ସଦସ୍ୟା ଭାବରେ ଶ୍ରୀମତୀ ପୁଷ୍ପୁତା ପ୍ରଧାନ ଓ ଶ୍ରୀମତୀ ପ୍ରିୟ ଦର୍ଶନି ପୁରୋହିତ ଦାୟିତ୍ଵ […]Continue Reading




