Home Posts tagged boudh district (Page 16)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୬: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନେ ଅଂଶଗ୍ରହଣ କରିଥିଲେ ।ମଧ୍ୟାହ୍ନ ଭୋଜନ ପରିଚାଳନାରେ ପାଚିକା ଓ ସହାୟିକା ମାନଙ୍କ ରହିଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୬ : ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ଆଜି ଆୟୋଜିତ ସ୍ୱତନ୍ତ୍ର ସହାୟତା ପ୍ରଦାନ ଶିବିରରେ ନିର୍ମାଣ ଶ୍ରମିକ ମାନଙ୍କୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସହାୟତା ବଣ୍ଟନ କରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବୌଦ୍ଧ ଜିଲାର ୬୧୭ ଜଣ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ୩ କୋଟି ୪ ଲକ୍ଷ ଟଙ୍କାର ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୬ : ବୌଦ୍ଧ ଟାଉନହଲ୍ ଠାରେ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୋସିଏସନର ସଦସ୍ୟଙ୍କ ସମେତ ଅନୁବନ୍ଧିତ କ୍ଲବ ସମୁହ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୬: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଆଜି ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି କ୍ଷ ଆୟୋଜିତ ଉତ୍ସବରେ ବୌଦ୍ଧ ବିଧ୍ୟାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୌଦ୍ଧ ଜିଲ୍ଲାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।କ୍ରୀଡା କ୍ଷେତ୍ରରେ ବୌଦ୍ଧ ଜିଲା ଅନେକ ସୁନାମ ଅର୍ଜନ କରିଥିବା ବେଳେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୬ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲାପାଳ ସତ୍ୟରଂଜନ ସାହୁ ଆଜି ୧୪ ଜଣଙ୍କୁ ଉଚ୍ଚଚିକିତ୍ସା ଏବଂ ଜିବିକା ନିର୍ବାହ ପାଇଁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜିଲାପାଳ ସତ୍ୟରଂଜନ ସାହୁ ଜିଲା ରେଡକ୍ରସ ଫଣ୍ଡରୁ ୧୪ ଜଣଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି ।ବ୍ଳଡ କେନସରରେ ପିଡିତ ଜଣେ ନାବାଳକ, ବ୍ରେନଟ୍ୟୁମରରେ ପିଡିତ ଆଉଜଣେ ନାବାଳକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୋଟିଏ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୬: ବୌଦ୍ଧ ଜିଲାପାଳଙ୍କ କାର‌୍ୟ୍ୟାଳୟ ଠାରେ ଜଣେ ମହିଳାଙ୍କୁ ଆଜି ନିର୍ମାଣ ଶ୍ରମିକ ମୃତ୍ୟୁକାଳିନ ସହାୟତା ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବୌଦ୍ଧ ସହର ବାପୁଜୀ ନଗରର ବିଧବା ମହିଳା ପଲାସ ବେହେରାଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ବୌଦ୍ଧ ସହର ବାପୁଜୀ ନଗର ବାସିନ୍ଦା ନିର୍ମାଣ ଶ୍ରମିକ ଅଶୋକ ବେହେରାଙ୍କ ୨୦୨୦ ମସିହାରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୬: ମୁଣ୍ଡ ଊପରେ ଡହ ଡହ ଟାଣ ଖରା, ହାତରେ ବାଡି ଖାଲି ପାଦରେ ଜେଜେ ଓ ନାତି ପହଞ୍ଚିଥିଲେ ବୌଦ୍ଧ ଆହାର କେନ୍ଦ୍ରରେ । ଉଦ୍ଦେଶ୍ୟ ଥିଲା କିଛି ଖାଦ୍ୟ ମିଳିଗଲେ ଓଳିଏ ଚଳିଯିବେ । ଏହିଭଳି ଅବସ୍ଥାରେ ଜଣେ ୮୦ ବର୍ଷିୟ ବୃଦ୍ଧଙ୍କ ସହିତ ତାଙ୍କର ୮ ବର୍ଷର ନାତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଆହାର କେନ୍ଦ୍ର ନିକଟରୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରରେ ରଖାଯାଇଛି । ସୂଚନା ମୁତାବକ […]Continue Reading
Odisha News
କ଼ମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୬ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ନର୍ସିଂ ଟ୍ରେନିଂ ସେଣ୍ଟରରେ ଅଧ୍ୟକ୍ଷ ପ୍ରଜ୍ଞା ରଥଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ରିସୋର୍ସ ପର୍ସନ ଭାବେ ଟ୍ରେନିଂ ସେଣ୍ଟରର ସୌଭାଗ୍ୟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୬: ବୌଦ୍ଧ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ୫୨ ଜଣ ମେଧାବୀ ଛାତଛାତ୍ରୀଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ଗ୍ରହଣ ପୂର୍ବରୁ ଜ୍ଞାନ ଆହରଣ ପାଇଁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନରେ ପଠାଯାଇଛି । ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷା ଗ୍ରହଣ କରି ଜୀବନରେ ଜଣେ ସଫଳ ମଣିଷ ହେବାକୁ ପରାମର୍ଶ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ୧/୬: ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ , ବୌଦ୍ଧ ସଖା ତରଫରୁ କର୍ମଚାରୀ ଭଵନରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମିଳିତ ଅମଲା ମଞ୍ଚ ର ଅଧକ୍ଷ ମାନସ ରଞ୍ଜନ ସେଠିଙ୍କ ଅଧକ୍ଷାତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପ୍ରତି ସରକାର ଟାଲତୁଳ ନୀତି ଅଵଲଂବହନ କରଯାଉ ଥିବାରୁ ଅମଲା ମାନଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ […]Continue Reading