Home Posts tagged Bolangir (Page 12)
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୮/୮ : ଆଗଲପୁର (ଡୁଡୁକା )ବ୍ଲକ ରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ କରିଛି ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୁଟାସିଂହା ଓ ଛୋକରମାଲ ପଂଚାୟତରେ ।ରାସ୍ତା ନିର୍ମାଣ ର ମାସେ ନ ପୂରୁଣୁ ପିଚୁ ଉଠିଯାଇଥିବା ଦେଖା ଯାଇଛି।ଅଙ୍ଗ ଶାଖା କେନାଲ ବଲାଙ୍ଗୀର -ସୋନପୁର ଜଊ-୯୮୦ପାଣିଛତ୍ର ଛକ ବାଲପୁର ଡିଷ୍ଟ୍ରିବୁଟର ଠାରୁ କୁଟାସିଂହା ଡିଷ୍ଟ୍ରିବ୍ୟୁଟର ପର୍ଯ୍ୟନ୍ତ ୪ କି. ମି ୪୦୩ ମିଟର ଏହି Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୭/୮ : ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ କିଛିବର୍ଷ ହେଲା ଜଣେ ବ୍ୟକ୍ତି ଏକ ବିଶୁଦ୍ଧ ପାନୀୟ ଜଳ କାରଖାନା ଖୋଲି ପାଣି ବିକ୍ରି ବେପାର ଚଳାଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।ପ୍ରକାଶ ଯେ , ପାଟଣାଗଡର ସୁରେଶ ମେହେର ନାମକ ଜଣେ ବ୍ୟବସାୟୀ କିଛିବର୍ଷ ତଳେ ପାଟଣାଗଡ – ରାମପୁର ମଧ୍ୟରେ ପାଟଣାଗଡ- ବଲାଙ୍ଗୀର ମୁଖ୍ୟରାସ୍ତା କଡର Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୭/୮: ୧୪ ତାରିଖ ପୂର୍ବାହ୍ନରେ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା ପଦ୍ମପୁର ଉପ କାରାଗାରର ୨ ଜଣ କଏଦୀଙ୍କୁ ପୁଲିସ୍ ଗିରଫ କରିଥିବା ଓ ପୁଣି ସେମାନଙ୍କୁ ଜେଲ୍ କୁ ଫେରାଇ ଅଣାଯାଇଥିବା ଜଣାଯାଇଛି ।ପ୍ରକାଶ ଯେ ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ୧୫ ମିନିଟ୍ ସମୟରେ ଖାଇବା ପାଇଁ ଆସିବା ବେଳେ ଦୁଇ ଜଣ ବିଚାରାଧୀନ ବନ୍ଦୀ ଜେଲ ର ପୂର୍ବ ଦିଗ ପଛ ପଟ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୮ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ, ବଲାଙ୍ଗୀର ବନ ଖଣ୍ଡଙ୍କ ସଭା ଗୃହଠାରେ ଜିଲ୍ଲାସ୍ତରୀୟ ପୃଷ୍ଠପୋଷକତା ରାଶି ଗ୍ରହଣ କରୁଥିବା ଶିଶୁ ମାନଙ୍କର ଯତ୍ନ,ସୁରକ୍ଷା, ବ୍ୟବସ୍ଥା ପାଇଁ ,ଦିଗଦର୍ଶନ ଓ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ଶିଶୁ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୮ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା – ଲଛିପୁର ରାସ୍ତାର ହରଭଙ୍ଗା ଓ ଡୁଙ୍ଗୁରିପାଲି ମାଧ୍ୟ୍ୟରେ ଥିବା କୋଠିଯୋର ପୋଲ ଉପରେ ସୋମବାର ରାତିରୁ ୪ରୁ ୫ ଫୁଟ ଉଚ୍ଚରେ ବର୍ଷାପାଣି ପ୍ରବାହିତ ହେଉଛି ।ଫଳରେ ଯାତାୟାତ ଠପ ହୋଇଛି ।ଲଗାଣ ବର୍ଷାରେ ଅଙ୍ଗନଦୀ ଫୁଲୁଥିବାରୁ,ପୁଣି ଏହି ପୋଲ କମ ଉଚ୍ଚରେ ହୋଇଥିବାରୁ ପୋଲ ବୁଡ଼ିଯାଇଥିବା ଦେଖାଯାଇଛି ।ଏହି ପୋଲ ପାଇଁ କୁଟାସିଂହା, କଣ୍ଟା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୬/୭: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ପୋଲିସ କୁ ମିଳିଲା ବଡ଼ ସଫଳତା। ଲଗାତାର ଗଂଜେଇ ଚୋରା ଚାଲାଣ ବେଳେ କାବୁ କଲା ପୋଲିସ ବିଭାଗ।ଗାଡି ସହ ଡ୍ରାଇଭର ସମେତ ପାଞ୍ଚ ଜଣ କୁ ଗିରଫ କରିଛି ପୋଲିସ । ଏନେଇ ଏକ ବୋଲେରୋ ଗାଡି, ଏକ ପିକଅପ ଭ୍ୟାନ ସହ ପାଞ୍ଚ ଗୋଟି ମୋବାଇଲ ଫୋନ ବି ଜବତ କରିଛି।ଗଂଜେଇ ଚୋରା ଚାଲାଣ ରେ ଜଣେ ସରକାରୀ ପ୍ରାଥମିକ […]Continue Reading
Odisha News
ବଲାଙ୍ଗୀର/ ଭୁବନେଶ୍ୱର,୨୬/୭: ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମବିବାରେ ଲାଗିଛି।ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ୍ ୩୬ଟି ପ୍ଲଟ୍ Continue Reading
Odisha News
ବଲାଙ୍ଗୀର,୨୫/୭: ବଲାଙ୍ଗୀର ଜିଲା ସଇଁତଳା ଥାନା ଜାମପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା।ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର ଭଉଣୀ-ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘର ଭିତରୁ ସାପ ବାହାରିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୫/୭ : ଲାଂଚ ନେବା ହେଲା କାଳ। ଅତି ଲୋଭ କରି ଭିଜିଲାନ୍ସ ଜାଲରେ ପଡ଼ିଲେ ପାଟଣାଗଡ଼ ଆର ଡବ୍ଲୁ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ୍ କୁମାର ପାଢ଼ୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ଗିରଫ କରିଛି ।ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଆଜି ପୂର୍ବାହ୍ନ ରେ ସୁଜିତ୍ କୁମାର ପାଢ଼ୀ ତାଙ୍କ କାର୍ଯ୍ୟାଳୟ ରେ ଲାଞ୍ଚ ନେଉଥିବା ବେଳେ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର ,୧୩/୭: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଳି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁ ର ଛୋଟ ଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲ କୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ କଣ୍ଟାପାଳି ରେ ୧୯୭୧ ମସିହାରେ ଏକ ୟୁପି ସ୍କୁଲ ସ୍ଥାପିତ ହୋଇଥିଲା ।୧ମ ରୁ ୩ୟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି […]Continue Reading