Home Posts tagged Bhubaneswar (Page 90)
Top Stories
By Our Correspondent Bhubaneswar, Jan 29 : The Young Indians (Yi) Bhubaneswar Chapter had the distinct honor of hosting the HONOURABLE GOVERNOR OF ODISHA, DR. HARI BABU KAMBHAMPATI, at the Taj Crown, where he delivered a thought-provoking session on youth leadership, nation-building, and the critical role of the younger generation in shaping India’s future. The […]Continue Reading
Odisha News
ଭୁବନେଶ୍ୱର, ୨୯/୧: ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ ଦେଇଛନ୍ତି। ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ। ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ ଶୀଘ୍ର ପ୍ରଦାନ କରିବୁ। କାହା ପାଇଁ ରାଜନୀତି ହୋଇପାରେ, ମୋ ପରିବାର ପାଇଁ ଦୁଃଖଦ ଘଟଣା। ଠିକ ୨ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।ଅନ୍ୟପଟେ ପୂର୍ବତନ […]Continue Reading
Odisha News
ଭୁବନେଶ୍ୱର, ୨୯/୧: ଉତ୍କର୍ଷ ଓ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମର ବୁଧବାର ହେଉଛି ଦ୍ବିତୀୟ ଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି।ରାଜ୍ୟରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟରେ ଗୋଟିଏ ସ୍ୱତନ୍ତ୍ର ମହିଳା ଶିଳ୍ପ ପାର୍କ ଏବଂ ଇପିକଲରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବୁଧବାର ଉତ୍କର୍ଷ ଓଡ଼ିଶା – ମେକ୍‌ ଇନ୍‌ ଓଡ଼ିଶା Continue Reading
Odisha News
ଭୁବନେଶ୍ବର, ୨୯/୧: ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆସନ୍ତାକାଲି ଠାରୁ ଆଉ ଶୀତ ଅନୁଭୂତ ହେବ ନାହିଁ। ଶୀତର ସ୍ଥାନ ନେବ ଟାଇଁଟାଇଁ ଖରା। ସପ୍ତାହେ ଯାଏ ଗରମର ଅନୁଭୂତି ସହ ଖରାରୁ ତ୍ରାହି […]Continue Reading
Odisha News
ଭୁବନେଶ୍ୱର, ୨୯/୧: ମେଡ଼ିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ ସାମଗ୍ରୀ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ରୁଦ୍ରପୁରସ୍ଥିତ ଫାର୍ମା ୱାଲ୍ଡ ଗୋଦାମରେ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।ବୁଧବାର ସକାଳୁ ସକାଳୁ ରୁଦ୍ରପୁରରେ ଥିବା ସିମ୍ଫୋନୀ ମଲ ନିକଟସ୍ଥ ଫାର୍ମା ୱାର୍ଲ୍ଡ ମେଡ଼ିସିନ୍ ଗୋଦାମରେ କୌଣସି କାରଣ ବଶତଃ ନିଆଁ ଲାଗି […]Continue Reading
Odisha News
ଭୁବନେଶ୍ୱର,୨୮।୧: ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ।ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ। ଯେଉଁମାନଙ୍କୁ କଲ ଆସିଛି, ମେସେଜ ଆସିଛି ସେମାନେ ବ୍ୟାଙ୍କ ଯାଆନ୍ତୁ।ଏନ୍‌ପିସିଆଇ ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କମାନଙ୍କରେ Continue Reading
Odisha News
ଭୁବନେଶ୍ୱର,୨୮/୧: ଦେଶର ବିକାଶର ଗ୍ରୋଥ୍ ଇଞ୍ଜିନ ହେଉଛି ପୂର୍ବ ଭାରତ ଏବଂ ଓଡ଼ିଶାର ଏଥିରେ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ରହିଛି ଯେତେବେଳେ ବିଶ୍ୱ ବିକାଶରେ ଭାରତର ବଡ଼ ଭାଗୀଦାରୀ ଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା ।ପୂର୍ବଭାରତରେ ଦେଶରେ ବଡ଼ ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ବ୍ୟବସାୟ ଥିଲା । ଆଉ ସେଥିରେ ଓଡ଼ିଶାର ଭୂମିକା ଥିଲା । ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ Continue Reading
Odisha News
ଭୁବନେଶ୍ବର, ୨୮/୧: କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି । ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ତେବେ ଘନ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ଦଶ ପାଦ ଆଗକୁ ବି କିଛି ଦେଖା ଯାଉନଥିଲା । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଏକପ୍ରକାର କଷ୍ଟସାଧ୍ୟ ହୋଇଥିଲା । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣାର ଆଶଙ୍କା ଥିବାରୁ ଗାଡିର କଣ୍ଟା ୨୦ରୁ […]Continue Reading
Odisha News
ଭୁବନେଶ୍ୱର,୨୭/୧: ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି, ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର Continue Reading
Odisha News
ଭୁବନେଶ୍ୱର, ୨୫/୧: ବିଜେଡ଼ିରେ ଦିନେ ନିଜକୁ ହର୍ତ୍ତାକର୍ତ୍ତା ଦୈବ ବିଧାତା ଭାବୁଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ ପୁଣି ଥରେ ନବୀନ ନିବାସରେ ସକ୍ରିୟ ହୋଇଛନ୍ତି ।ବିଜେଡ଼ି ନେତା ମନ୍ମଥ ରାଉତରାୟଙ୍କ ବୟାନକୁ ନେଇ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ପାଣ୍ଡିୟାନ ନବୀନ ନିବାସ ଆସୁଛନ୍ତି, ଆଉ ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ବୋଲି କହିଛନ୍ତି ମନ୍ମଥ ।ମନ୍ମଥ ରାଉତରାୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ଭିକେ ପାଣ୍ଡିଆନ ଆଉ ସକ୍ରିୟ Continue Reading