Home Posts tagged Bhubaneswar (Page 89)
Odisha News
ଓଡ଼ିଶା, ୩/୨ : ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ Continue Reading
Odisha News
ଭୁବନେଶ୍ୱର, ୩/୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁହାରୀ ଶୁଣିବା କ୍ଷଣି ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୁଣି ଜଣେ ପିଲାର ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ନାବାଳକକୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାର ଅଷ୍ଟମଥର ପାଇଁ ଖୋଲିଛି । ଏହି ସମୟରେ ବୌଦ୍ଧ ଜିଲ୍ଲାର ହେୟମ୍ବ ଗିରି ନାମକ ଜଣେ ଚାଲିପାରୁନ ଥିବା ନାବାଳକର ପରିବାର Continue Reading
Top Stories
By Subrat Sarangi Bhubaneswar, Feb 2 : “The Union Budget sets a bold course for an ‘Atmanirbhar Bharat’, demonstrating the Government’s commitment to sustainable growth under the Viksit Bharat@2047 agenda. With ₹11.21 lakh crore allocated for capital expenditure, the focus on infrastructure will stimulate growth, especially in the steel sector. Actual spending Continue Reading
Odisha News
ଭୁୁବନେଶ୍ୱର, ୨/୨: ଫେବୃଆରୀ ୮ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ବଣ୍ଟନ କରାଯିବ ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ପୂର୍ବରୁ ହିତାଧିକାରୀ ଫେବୃଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ ଏନପିସିଆଇ ଚେକ୍ କରି ପାରିବେ । ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ।ଚତୁର୍ଥ ପର୍ଯ୍ୟାୟରେ ଏକ କୋଟି ଟପିପାରେ Continue Reading
Odisha News
ଭୁବନେଶ୍ବର, ୨/୨ : ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ଆଜି ପବିତ୍ର ଶ୍ରୀପଞ୍ଚମୀ ଓ ସରସ୍ଵତୀ ପୂଜା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଭୁବନେଶ୍ୱର, ୧/୨: ଶ୍ରୀ ବିଜନ କୁମାର ଜେନା ଆଜି ତା୦୧-୦୨-୨୦୨୫ ରିଖରେ ନିର୍ବାହୀ ଯନ୍ତ୍ରୀ ଭାବରେ ସର୍ବୋଚ୍ଚ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ନିର୍ମାଣସୌଧ ଭୁବନେଶ୍ୱର ରେ ଯୋଗଦାନ କଲେ।ଏହା ପୂର୍ବରୁ ସେ ଏନ ଏଚ ବିଭାଗ ର ଡେପୁଟି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି।ପରେ ସେ ଏକଜିକ୍ୟୁଟିଭ ଇଞ୍ଜିନିୟର ଭଳି ଦାୟିତ୍ବବାନ ପଦବୀ କୁ ପଦୋନ୍ନତୀ Continue Reading
Odisha News
ଭୁବନେଶ୍ୱର, ୩୦/୧ : ସରସ୍ୱତୀ ପୂଜାକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ । ଫେବୃଆରୀ ୩ ନୁହେଁ ବରଂ ୨ ତାରିଖରେ ପାଳନ ହେବ ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ତାରିଖ ଦ୍ୱନ୍ଦ୍ୱ ଆଜି ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।ଫେବୃଆରୀ ୨ ତାରିଖରେ ହିଁ ସର୍ବତ୍ର ପାଳନ ହେବ ସରସ୍ୱତୀ ପୂଜା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି ସୂଚନା […]Continue Reading
Odisha News
ଭୁବନେଶ୍ୱର, ୩୦/୧ : ଓଡ଼ିଶାରୁ ମହାକୁମ୍ଭକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ନିରାଶ ଜନକ ଖବର । ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ବସ ସେବାକୁ ବାତିଲ କରାଯାଇଛି ।ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଓଏସ୍ଆରଟିସି ବସ୍ ସେବାକୁ ବନ୍ଦ କରାଯାଇଛି । ଫେବ୍ରୁଆରୀ ୪ ତାରିଖ ଯାଏ ବସ୍ ଚଳାଚଳ ବନ୍ଦ ରହିବ ।ତେବେ କାହିଁକି ବାତିଲ କରାଯାଇଛି ସ୍ପଷ୍ଟ ଦିଆଯାଇ ନ […]Continue Reading
Odisha News
ଭୁବନେଶ୍ୱର, ୩୦/୧: ରାସନକାର୍ଡ ଇ-କେୱାଇସି ଅପଡେଟ୍ କରି ନ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଫେବୃଆରୀ ୧୫ ଯାଏଁ ବଢିଲା ରାସନ ଇ-କେୱାଇସ ଅପଡେଟ୍ ଅବଧି ।ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ।ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଏବେ ଫେବୃଆରୀ ୧୫କୁ ଏହାର ଅବଧି ବୃଦ୍ଧି କରାଯାଇଛି । କିଛି ଲୋକ ଇ-କେୱାଇସି କରି ନ ଥିବାରୁ […]Continue Reading
Odisha News
ଭୁବନେଶ୍ୱର, ୩୦/୧: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଆକ୍ସନ୍ସ ମୁଡକୁ ଆସିଛି । ପୁଣି ଜଣେ ବଡ଼ ସରକାରୀ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୁରୁବାର ସକାଳୁ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ Continue Reading