Home Posts tagged Bhubaneswar (Page 86)
Odisha News
ଭୁବନେଶ୍ୱର, ୧୬/୨: ଆଜି ମଞ୍ଚେଶ୍ୱର ଥାନାରେ ରସୁଲଗଡ ଓଭରବ୍ରିଜ୍ ଉପରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସର୍ମପଣ କରିଛି ।ଏହି ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରୁଥିଲା । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସର୍ମପଣ କରିଛି ।ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ Continue Reading
Odisha News
ଭୁବନେଶ୍ୱର, ୧୫/୨ : ପୁଣି ରାସନକାର୍ଡରେ E- KYC ନେଇ ଆସିଲା ବଡ଼ ଅପଡେଟ । ଆସନ୍ତା ୩୧ ମାର୍ଚ୍ଚ ଯାଏଁ ଋ-କଣଉ ଅବଧି ବଢ଼ିଲା ।ଏନେଇ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି । ନେଟ୍‌ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E- KYC ଅପଡେଟ୍ ହେଇପାରୁନାହିଁ ତେଣୁ ସମୟସୀମା ବୃଦ୍ଧି କରାଯାଇଛି ।ସୂଚନା ଅନୁଯାୟୀ ଆଜି ରାସନ କାର୍ଡ E- KYCପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଡେଡଲାଇନର […]Continue Reading
Odisha News
ଭୁବନେଶ୍ୱର, ୧୫/୨ : ୯ ମାସ ପରେ କଂଗ୍ରେସକୁ ଫେରିଲେ ସୁର ରାଉତରାୟ । ଦଳକୁ ଫେରି ଭାବବିହ୍ଵଳ ହୋଇପଡ଼ିଲେ । ନିଜ ପ୍ରତିକ୍ରିୟା ରଖିଲା ବେଳେ ସୁର କାନ୍ଦିପକାଇଥିଲେ ।ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁର ରାଉତରାୟ କହିଛନ୍ତି, ଘରକୁ ଫେରିଛି ବହୁତ ଖୁସି ଅଛି । ମୋତେ ଅନ୍ୟାୟରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା […]Continue Reading
Odisha News
ଭୁବନେଶ୍ୱର,୧୪/୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ ପଛରେ ପଡ଼ିଛନ୍ତି। ତେବେ ଏହି ସଂଖ୍ୟା ପ୍ରତିବର୍ଷ ବଢିଚାଲିଛିବରୁ ଏହା ଚିନ୍ତାଜନକ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସ୍କୁଲ ଏବଂ ଗଣଶିକ୍ଷା, ଏସଟି ଏବଂ ଏସସି Continue Reading
Odisha News
ଭୁବନେଶ୍ୱର,୧୪/୨: ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର।ଆଜି ବିଧାନସଭାରେ ମୁହାଁମୁହିଁ ହେଳେ ବିଜେଡି ବିଧାୟକ ଅରୁଣ ସାହୁ ଆଉ ଭାଜପା ବିଧାୟକ ତଥା କ୍ରୀଡା-ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ଅରୁଣ ସାହୁ ପଚାରିଲେ, ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ? Continue Reading
Odisha News
ଭୁବନେଶ୍ୱର,୧୪/୨: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। ଉଜଚ, ବ୍ୟାଙ୍କମିତ୍ର, ଗଈକ, ପ୍ରାଣୀମିତ୍ର ବକେୟା ଦରମା ପାଇବେ । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି। ଏଥିରୁ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ।ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ Continue Reading
Odisha News
ଭୁବନେଶ୍ୱର, ୧୪/୨ : ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ । ସବୁଠୁ ଅଧିକ ଭିକାରୀ ରହିଛନ୍ତି କଟକରେ । କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରୀ ରହିଛି ।ତେବେ କଟକ ପଛକୁ ବରଗଡ଼ରେ ୫୯୫ ଜଣ ଭିକାରୀ ଅଛନ୍ତି । ସେହିପରି ଗଞ୍ଜାମରେ ୫୪୫ ଜଣ, ବଲାଙ୍ଗୀରରେ ୪୮୨ଜଣ ଏବଂ ସୁନ୍ଦରଗଡରେ ୪୧୭ ଜଣ ଥିବା ବେଳେ ପୁରୀରେ ରହିଛନ୍ତି ୩୫୦ ଜଣ ଭିକାରୀ ।ଏନେଇ ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଲିଖିତ […]Continue Reading
Odisha News
ଭୁବନେଶ୍ୱର, ୧୪/୨: ଦ୍ବିତୀୟ ଥର ପୁଣି ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।ଆଜି ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ Continue Reading
Odisha News
ଭୁବନେଶ୍ୱର, ୧୩/୨ : ନବୀନଙ୍କ ତାଗିଦ ପରେ ସାମ୍ନାକୁ ଆସିଲା ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ବିଜେଡି ସହ ଅଛି, ରହିଛି ଏବଂ ରହିବି ବୋଲି କହିଛନ୍ତି ସନା ମହାକୁଡ । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ ରହିବି । ଏହାର କିଛି ସମୟ ପୂର୍ବରୁ ବିଧାନସଭାର ପ୍ରବେଶ ଦ୍ୱାରରେ ନବୀନ ତାଙ୍କ ପ୍ରତି ବିରକ୍ତି ହେଉଥିବା ଦେଖିବାକୁ ମିଳିଥିଲା ।ନିଜ ପ୍ରତିକ୍ରିୟାରେ ସନା ମହାକୁଡ […]Continue Reading