ଭୁବନେଶ୍ୱର, ୫/୫ : ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ହୋଇଥିବା ଦ୍ୱନ୍ଦ୍ୱ ଶେଷରେ ଦୂର କରିଛନ୍ତି ଆଇନ ମନ୍ତ୍ରୀ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମହାରଣା ସେବକଙ୍କ ସହ ଆଲୋଚନା ପରେ କଥାର ସତ୍ୟାସତ୍ୟ ଜଣାପଡିଛି ।ମାତ୍ର ଅଢେଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ ଅଟେ । ସେବାୟତ ରାମକୃଷ୍ଣ […]Continue Reading




