Home Posts tagged Bhubaneswar (Page 72)
Odisha News
ଭୁବନେଶ୍ୱର,୧୭/୨: ମୋ’ ବସ୍ ଦୁର୍ଘଟଣାରେ ଗୁରୁତର ଥାଇ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏମ୍ସରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ପାତ୍ରପଡ଼ାରେ ମା’-ଝିଅ ଏକ ସ୍କୁଟିରେ ଯାଉଥିବାବେଳେ ସ୍କୁଟି ସହ ୧୦୦ ମିଟର ଘୋଷାଡ଼ି ନେଇଯାଇଥିଲା ମୋ’ ବସ୍‌।ଏହା ଦେଖି ପ୍ରତ୍ୟକ୍ଷଦର୍ଶୀଙ୍କ ହୋସ୍ ଉଡ଼ିଯାଇଥିଲା। ବସ୍ ଚାଳକ ଖୁବ୍ ଦ୍ରୁତ ଗତିରେ ଘୋଷାଡ଼ି ନେଇଥିଲେ ସ୍କୁଟିକୁ। ଲୋକମାନେ ଯେତେ ପାଟି କରି ଅଟକାଇବା ପାଇଁ ଚାହୁଁଥିଲେ ମଧ୍ୟ ଚାଳକ Continue Reading
Odisha News
ଭୁବନେଶ୍ବର,୧୬/୨: ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ‘ଲକ୍ଷପତି ଦିଦି ଯୋଜନା’ ର୍କାଂ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତି ଦେଇଥିଲେ। ତାଙ୍କ ବିବୃତି ହଜାର ହଜାର ମହିଳା ତାଙ୍କୁ ଭେଟିଛନ୍ତି।ରବିବାର କମ୍ୟୁନିଟି ସପୋର୍ଟ ଷ୍ଟାଫ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ Continue Reading
Top Stories
By Our Correspondent Bhubaneswar/Odisha, Feb 16 : The preparations for Odisha’s largest mining and infrastructure expo, Odisha Mining and Infrastructure Expo 2025, reached a significant milestone yesterday with the unveiling of the event’s invitation and brochure. The event was graced by the esteemed presence of Shri Hemant Sharma, IAS, Additional Chief Continue Reading
Odisha News
ଭୁବନେଶ୍ୱର, ୧୬/୨: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା ସମ୍ଭାବନା । କିଛି ସ୍ଥାନରୁ ୧୯ରୁ ୨୧ଯାଏଁ ହାଲୁକା ବର୍ଷା ହେବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଏଥିପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ହାଲୁକା ବର୍ଷା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।୧୯ ତାରିଖରେ ୧୦ ଜିଲ୍ଲାର ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ । ସୁନ୍ଦରଗଡ, ଦେବଗଡ, ଅନୁଗୁଳ, […]Continue Reading
Odisha News
ଭୁବନେଶ୍ୱର, ୧୬/୨: ଆଜି ମଞ୍ଚେଶ୍ୱର ଥାନାରେ ରସୁଲଗଡ ଓଭରବ୍ରିଜ୍ ଉପରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସର୍ମପଣ କରିଛି ।ଏହି ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରୁଥିଲା । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସର୍ମପଣ କରିଛି ।ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ Continue Reading
Odisha News
ଭୁବନେଶ୍ୱର, ୧୫/୨ : ପୁଣି ରାସନକାର୍ଡରେ E- KYC ନେଇ ଆସିଲା ବଡ଼ ଅପଡେଟ । ଆସନ୍ତା ୩୧ ମାର୍ଚ୍ଚ ଯାଏଁ ଋ-କଣଉ ଅବଧି ବଢ଼ିଲା ।ଏନେଇ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି । ନେଟ୍‌ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E- KYC ଅପଡେଟ୍ ହେଇପାରୁନାହିଁ ତେଣୁ ସମୟସୀମା ବୃଦ୍ଧି କରାଯାଇଛି ।ସୂଚନା ଅନୁଯାୟୀ ଆଜି ରାସନ କାର୍ଡ E- KYCପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଡେଡଲାଇନର […]Continue Reading
Odisha News
ଭୁବନେଶ୍ୱର, ୧୫/୨ : ୯ ମାସ ପରେ କଂଗ୍ରେସକୁ ଫେରିଲେ ସୁର ରାଉତରାୟ । ଦଳକୁ ଫେରି ଭାବବିହ୍ଵଳ ହୋଇପଡ଼ିଲେ । ନିଜ ପ୍ରତିକ୍ରିୟା ରଖିଲା ବେଳେ ସୁର କାନ୍ଦିପକାଇଥିଲେ ।ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁର ରାଉତରାୟ କହିଛନ୍ତି, ଘରକୁ ଫେରିଛି ବହୁତ ଖୁସି ଅଛି । ମୋତେ ଅନ୍ୟାୟରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା […]Continue Reading
Odisha News
ଭୁବନେଶ୍ୱର,୧୪/୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ ପଛରେ ପଡ଼ିଛନ୍ତି। ତେବେ ଏହି ସଂଖ୍ୟା ପ୍ରତିବର୍ଷ ବଢିଚାଲିଛିବରୁ ଏହା ଚିନ୍ତାଜନକ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସ୍କୁଲ ଏବଂ ଗଣଶିକ୍ଷା, ଏସଟି ଏବଂ ଏସସି Continue Reading
Odisha News
ଭୁବନେଶ୍ୱର,୧୪/୨: ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର।ଆଜି ବିଧାନସଭାରେ ମୁହାଁମୁହିଁ ହେଳେ ବିଜେଡି ବିଧାୟକ ଅରୁଣ ସାହୁ ଆଉ ଭାଜପା ବିଧାୟକ ତଥା କ୍ରୀଡା-ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ଅରୁଣ ସାହୁ ପଚାରିଲେ, ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ? Continue Reading