Home Posts tagged Bhubaneswar (Page 6)
Top Stories
By Barada Das Bhubaneswar, Aug 31: Environmental protection cannot be achieved through government policies alone; active public participation and greater awareness among citizens are equally essential, experts observed at the 160th webinar of the Thinkers’ Club, held in its sixth year. The webinar, titled “Environmental Protection Measures in Odisha and Consciousness of Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୧/୮ : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ତ୍ରୁଟି ସୁଧାରିବାକୁ ବଡ଼ ପଦକ୍ଷେପ ନେଇଛି ରାଜ୍ୟ ନିର୍ବାଚନ କମିଶନ (SEC)। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ପର‌୍ୟ୍ୟନ୍ତ ଘରକୁ ଘର ବୁଲି ସ୍ୱତନ୍ତ୍ର ପାଇଲଟ୍ ସର୍ଭେ କରାଯିବ।ଏହି ସର୍ଭେ ବିଏମସିର ତିନୋଟି ୱାର୍ଡରେ ହେବ। ୧୦ ନମ୍ବର ୱାର୍ଡ (ଭୁବନେଶ୍ୱର-ଉତ୍ତର), ୩୫ ନମ୍ବର ୱାର୍ଡ (ଭୁବନେଶ୍ୱର-ମଧ୍ୟ) ଓ ୫୨ ନମ୍ବର Continue Reading
Top Stories
ଭୁବନେଶ୍ୱର, ୩୧/୮: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ନିର୍ଧୂମ ବର୍ଷିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ତେବେ ଅଧିକାଂଶ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ଆଶଙ୍କା ନ ଆଶଙ୍କା ନାହିଁ ।ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୦/୮ : ପତ୍ନୀ କିମ୍ୱା ପିଲାଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ। ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ସିଧାସଳଖ ଟଙ୍କା କାଟି ପତ୍ନୀ ବା ସନ୍ତାନ ସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ଅଭିଯୋଗ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୯/୮ : ରାଜ୍ୟରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଓ ଅପରାଧ ନିୟନ୍ତ୍ରଣ ରଣନୀତିକୁ ନେଇ ଶନିବାର ଭୁବନେଶ୍ୱର ପୋଲିସ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ସଚିବ, ବରିଷ୍ଠ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗମନ ଅବସରରେ ପୋଲିସ ପକ୍ଷରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୮/୮ : ବିଗତ କିଛି ଦିନରୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚାଲିଛି ଘନ ଘନ ରେଡ୍ । ନିମ୍ନମାନର ଖାଦ୍ୟ ଠାରୁ ଆରମ୍ଭ କରି ଅପମିଶ୍ରିତ ଖାଦ୍ୟର ଯାଞ୍ଚ କରି ନଷ୍ଟ କରାଯାଉଛି। ଆହୁରି ମଧ୍ୟ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ କରାଯାଇଛି।ଏହିକ୍ରମରେ ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର ୨୭/୮ : ଡବଲ ଇଂଜିନ ସରକାର ବିକାଶକୁ ଗୁରୁତ୍ବ ଦେଇଛନ୍ତି । ଦୀର୍ଘ ଦିନର ସମସ୍ୟାର ସମାଧାନ ହେଉଛି । ନୂଆକୀର୍ତ୍ତିପୂରର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ।୧୩୭୧ ବିସ୍ଥାପିତ ପରିବାରଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ୭୫କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ପ୍ରତି ପରିବାରଙ୍କୁ ୫ଲକ୍ଷ ଟଙ୍କା ହିସାବରେ ଅତିରିକ୍ତ ସହାୟତା ପ୍ରଦାନ କରାଯାଇଛି । ଅଂଚଳର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୭/୮ : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ସାରା ରାଜ୍ୟରେ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଛି । ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧୁଛି ଉଭଣୀ । ଆଉ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି ଭାଇ । ଭାଇ ଓ ଭଉଣୀର ପବିତ୍ର ଓ ଅତୁଟ ସମ୍ପର୍କର ସାକ୍ଷୀ ହୋଇଛି ଏହି ରାକ୍ଷୀ ।ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ଆଜି […]Continue Reading
Top Stories
By Tapaswini Sahoo Bhubaneswar/Odisha, Aug 26 : The Odisha Juba Prashikshyan Trust (OJPT) felicitated its successful Agniveer candidates at a special ceremony held on August 26, celebrating a remarkable 100% success rate among students of its first batch of 2026 who appeared for Phase-I of the Agniveer Army Examination. At this felicitation ceremony, esteemed guests […]Continue Reading