ଭୁବନେଶ୍ୱର, ୨୦/୬ : ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନତା ମୈଦାନରେ ସେ ସମ୍ବୋଧନ ଦେଇ ମହାପ୍ରଭୁଙ୍କ କଥା କହିଛନ୍ତି । ସେ କହିଛନ୍ତି, ‘କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ମତେ ନିମନ୍ତ୍ରଣ କରିଥିଲେ। ହେଲେ ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି’।ମୋଦୀ Continue Reading




