ଭୁବନେଶ୍ୱର,୯/୭: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। ସ୍କୁଲ କର୍ତ୍ତୃପକ୍ଷ ଏହି ପୁନଃ ପରୀକ୍ଷା ୨ ମାସ ମଧ୍ୟରେ ଆୟୋଜନ କରିବେ।ଯଦି ଛାତ୍ରଛାତ୍ରୀ ପୁନଃ ପରୀକ୍ଷାରେ ପାସ୍ କରନ୍ତି, ତେବେ ସେମାନେ ଉତ୍ତୀର୍ଣ୍ଣ ହେବେ ଏବଂ ପରବର୍ତ୍ତୀ ଶ୍ରେଣୀକୁ Continue Reading




