Home Posts tagged Bhubaneswar (Page 28)
Odisha News
ଭୁବନେଶ୍ୱର, ୨୪/୪ : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତିରେ ଆଉଟୁ ପାଉଟୁ ରାଜ୍ୟ । ଖରାର ପ୍ରକୋପରେ ବର୍ତ୍ତିବା ମୁସ୍କିଲ୍ । ଆଉ ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଗଣଶିକ୍ଷା […]Continue Reading
Odisha News
ଭୁବନେଶ୍ୱର, ୨୩/୪ : ଗୃହ ତାଲିକାକରଣ ଏବଂ ଜନଗଣନା ୨୦୨୭ ସମୟରେ ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର (SOP) ଜାରି କରିଛନ୍ତି।ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା, ସାରା ରାଜ୍ୟରେ ସୁଗମ ଜନଗଣନା କାର୍ଯ୍ୟ ବଜାୟ ରଖିବା ସହିତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ।ଏହି ଝଙଚ ରେ ଚିହ୍ନଟ ନିୟମ, Continue Reading
Odisha News
ଭୁବନେଶ୍ୱର, ୨୨/୪ : ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି ।ଏହି ପରିପ୍ରେକ୍ଷୀରେ ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ମାନ୍ୟବର ସାଂସଦବୃନ୍ଦ, ଓଡ଼ିଶା ବିଧାନସଭାର ସଚିବଙ୍କ ମାଧ୍ୟମରେ ମାନ୍ୟବର Continue Reading
Odisha News
ଭୁବନେଶ୍ୱର, ୨୨/୪ : ଜନଗଣନା କର୍ମଚାରୀଙ୍କର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଢିଛି ଚିନ୍ତା। ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା ଭିତରେ ଏବେ ରାଜସ୍ଵ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଗ୍ରୀଷ୍ମପ୍ରବାହର ତାତି ମଧ୍ୟରେ ବଦଳିଲା ସମୟସାରିଣୀ।ଏବେ ଦିନ ୧୧ଟାରୁ ୩ଟା ଭିତରେ କୌଣସି ଜନଗଣନା କାର୍ଯ୍ୟ ହେବ ନାହିଁ। କିଛି କର୍ମଚାରୀ ଖରାରେ ଅସୁସ୍ଥ ହେବା ଘଟଣା ପରେ ରାଜସ୍ଵ ବିଭାଗ ଏହି ନିଷ୍ପତ୍ତି ନେଇଛି। ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ଵ ବିଭାଗ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୪ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା\” ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବିବାହ କାର୍ଯ୍ୟକ୍ରମରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମୋଟ ୧୭ ଯୋଡ଼ା ନବ ଦମ୍ପତ୍ତିଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି ।ଉଭୟ Continue Reading
Odisha News
ଭୁବନେଶ୍ୱର, ୨୦/୪ : ଭଲ ଭାବେ ଯାଞ୍ଚ ନ କରି ମତଦାତାଙ୍କ ନାମ ତାଲିକାରୁ କାଟିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ଗୃହ ନିର୍ବାଚନ ବିଭାଗ ।ପୁନଃ ଯାଞ୍ଚ କରି ମତଦାତାଙ୍କ ନାମ ଯୋଡ଼ିବାକୁ କିମ୍ବା କାଟିବାକୁ ସମସ୍ତ ଇଆରଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର ।ରାଜ୍ୟ ଅନୁଷ୍ଠିତ ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ପରଠାରୁ ଉପରେ ଇଆରଓଙ୍କ ଦ୍ୱାରା ପ୍ରାୟ ୯ ଲକ୍ଷ ୮୦ ହଜାର […]Continue Reading
Odisha News
ଭୁବନେଶ୍ୱର, ୨୦/୪ : ଚାଷୀଙ୍କ ପାଇଁ ଖୁସିର ଖବର । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ କୃଷକମାନଙ୍କୁ ଏହି ରାଶି ପ୍ରଦାନ କରାଯାଇଛି । ସମସ୍ତ ଟଙ୍କା ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର […]Continue Reading
Odisha News
ଭୁବନେଶ୍ୱର, ୧୯/୪ : ରାଜ୍ୟ ବିଜେପି ପାର୍ଟି କାର୍ଯ୍ୟାଳୟରେ ଆଜି ରାଜ୍ୟ ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତା କରୁଥିବାବେଳେ, ଦଳର ଅନ୍ୟାନ୍ୟ ଶୀର୍ଷ ନେତୃତ୍ୱ ମଧ୍ୟ ଉପସ୍ଥିତ ଅଛନ୍ତି।ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ମଧ୍ୟ ଯୋଗଦେଇଛନ୍ତି। ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସକ୍ରିୟ ଉପସ୍ଥିତି ବୈଠକକୁ ଅଧିକ Continue Reading
Odisha News
ଭୁବନେଶ୍ଵର, ୧୯/୪; ଭୁବନେଶ୍ଵରରେ ଚାଲିଥିବା ୬୧ତମ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଶନିବାର ରାତିରେ ଶେଷ ହୋଇଛି। ପ୍ରତିଯୋଗିତାରେ ବିଜୟିନୀ ହୋଇ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ଵୀ ସତିଶ ସାଇଲ। ଚୂଡ଼ାନ୍ତ ପର୍ଯ୍ୟାୟ ପରେ ଜୁରୀମାନେ ତାଙ୍କ ନାମ ଫେମିନା ମିସ୍ ଇଣ୍ଡିଆ ଭାବେ ଘୋଷଣା କରିବା ପରେ ମଞ୍ଚରେ ଝଲସି ଉଠିଥିଲେ ସୁନ୍ଦରୀ ସତିଶ ।ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ଏବଂ ଦ୍ଵିତୀୟ Continue Reading
Top Stories
By Subrat Sarangi Bhubaneswar/Odisha, April 15 : In a major step to elevate gymnastics coaching standards across Asia, Odisha AM/NS India Gymnastics High Performance Centre (HPC) proudly hosted the World Gymnastics Academy – Artistic Level 1 Coaches Education Program at Kalinga Stadium, Bhubaneswar. This milestone marks the first-ever delivery of a globally benchmarked FIG Continue Reading