By Our Correspondent Bhubaneswar, Dec 23 : The India International Science Festival (IISF) is a collaborative endeavour between Ministry of Science and Technology, Ministry of Earth Sciences, Department of Space and Department of Atomic Energy in partnership with Vijnana Bharati – a science movement spearheaded by scientists of the nation with swadeshi spirit. An Continue Reading
ଭୁବନେଶ୍ୱର,୨୩/୧୨:ନନ୍ଦନକାନନକୁ ଆସିଛନ୍ତି ୪ନୂଆ ଅତିଥି। ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ଏହା ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି।ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ।। ନନ୍ଦନକାନନର Continue Reading
ଭୁବନେଶ୍ୱର,୨୨/୧୨: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଭୁବନେଶ୍ୱର ସ୍ଥିତ କାର୍ୟ୍ୟାଳୟ ଓ ସରକାରୀ ବାସଭବନ, ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ Continue Reading
ଭୁବନେଶ୍ୱର,୨୨/୧୨: ଶୁକ୍ରବାର ରେକର୍ଡ ହୋଇଥିବା ସର୍ବନିମ୍ନ ରାତ୍ରି ତାପମାତ୍ରା୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରି ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି ଫଜି. ଉଦୟଗିରିରେ ଆଜିପୁରରେ ୯.୩ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ଡିଗ୍ରୀ, ରାଣୀତାଲରେ ୯.୪ ଡିଗ୍ରୀ ଏବଂ ଚିପିଲିମାରେ ମଧ୍ୟ ତାପମାତ୍ରା ୯.୪ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ଥିବା ବେଳେ ସେମିଳିଗୁଡ଼ାରେ Continue Reading
ଜି ଉଦୟଗିରି, ୨୧/୧୨ : ରାଜ୍ୟରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା ସ୍ଥାନରେ। ଜି ଉଦୟଗିରି ଲଗାତାର ଭାବେ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ଗୁରୁବାର ସକାଳ ୮ ଘଣ୍ଟା ସୁଦ୍ଧା ଜି ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪ ଗିଗ୍ରୀ ସେଲସିୟସ ରହିଛି। ଏସମ୍ପର୍କରେ ଜି ଉଦୟଗିରି କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛ।ପ୍ରବଳ ଥଣ୍ଡା ଲାଗି ରହିବା ଫଳରେ […]Continue Reading
ଭୁବନେଶ୍ୱର,୨୧/୧୨ : ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନିଜ ଘର, ପୈତୃକ ଘର, ଅଫିସ କାର୍ଯ୍ୟାୟଳ ଓ ସମ୍ପର୍କୀୟ ଘରେ ମଧ୍ୟ ଏହି ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କର ଭୁବନେଶ୍ୱରର ବରଗଡ଼ Continue Reading
ଭୁବନେଶ୍ବର,୨୦/୧୨: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୩ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ୫ ଡିଗ୍ରି ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପରିଗଣିତ ହୋଇଛି।ଏହାଛଡ଼ା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୫, ଅନୁଗୁଳ ଓ କୋରାପୁଟରେ Continue Reading
ଭୁବନେଶ୍ବର,୨୦/୧୨: ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣାଯାଇଛି। ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମା ପାଇଁ ଦାବି Continue Reading
ଭୁବନେଶ୍ବର,୨୦/୧୨: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍ ଜୋନ୍ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି ଦୋକାନ ପୋଡ଼ି ଭସ୍ମୀଭୁତ ହୋଇଯାଇଛି।ପ୍ରାପ୍ତ ସୂଚନା ଅନୁସାରେ, ଭୋର୍ ପ୍ରାୟ ୫ଟା ବେଳେ ଭେଣ୍ଡିଙ୍ଗ୍ ଜୋନ୍ରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।ପୋଡ଼ି ଯାଇଥିବା ୭ରୁ ଅଧିକ ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍ ଟାୟାର୍ ଆଦି ଥିଲା। ଏହି Continue Reading
ଭୁବନେଶ୍ୱର,୨୦/୧୨ : ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଗତକାଲି ଅପହୃତ ହୋଇଥିବା ବର୍ଷକର ଶିଶୁ ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପାରିବାରିକ କଳହରୁ ଶିଶୁକୁ କେହି ସମ୍ପର୍କୀୟ ଅପହରଣ କରିନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ। ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। Continue Reading




