Home Posts tagged Bhubaneswar (Page 171)
Odisha News
ଭୁବନେଶ୍ୱର ,୨୯/୧୨ : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ପ୍ରତିଷ୍ଠା ଦିବସ। ୬୪ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ ହେବ।ସେହିପରି ୱାଲାବି ଏନକ୍ଲୋଜରର ଉଦଘାଟନ, କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍କୁ ସ୍ୱତନ୍ତ୍ର ଖୁଆଡରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ Continue Reading
Odisha News
ଭୁବନେଶ୍ୱର, ୨୮/୧୨ : ପୁଣିଥରେ ରାଜ୍ୟରେ କଡ଼ ଲେଉଟାଇଲାଣି କରୋନା ମହାମାରୀ। ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ଟିଭଙ୍କ ସଂଖ୍ୟା ୮ରେ ପହଞ୍ଚିଛି।ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୦ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ଆକ୍ଟିଭ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି। ରୋଗୀ ଗୁରୁତର ହେଉନାହାନ୍ତି, ତେଣୁ ଆତଙ୍କିତ […]Continue Reading
Odisha News
ଭୁବନେଶ୍ୱର, ୨୭/୧୨ : ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ ବୋଲି ଚଉଉୠ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।ସେହିପରି ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱସ୍ତରୀୟ ହେବ। Continue Reading
Odisha News
ଭୁବନେଶ୍ବର,୨୭/୧୨: ଓଡ଼ିଶା ଲୋକସେବା ଆୟାଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭଲ ପଦର୍ଶନ କରିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ୮ ଜଣ ଝିଅ ଅଛନ୍ତି। ସୁଶ୍ରୀତା ମିଶ୍ର ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ନିଲିଶା ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି।ସେହିପରି ଓଜେଏସ୍ ପରୀକ୍ଷାରେ ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର ଓ ଚତୁର୍ଥରେ ରାଣୀ Continue Reading
Odisha News
ଭୁବନେଶ୍ବର,୨୭/୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡ୍କୋ ମୁଖ୍ୟ ପ୍ରବନ୍ଧକ ସରୋଜ କାନ୍ତ ମହାନ୍ତି ଗିରଫ ହୋଇଛନ୍ତି। ଗିରଫ ପରେ ଶ୍ରୀ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।ସରୋଜଙ୍କ ଠାରୁ ୧୦ଟି ପ୍ଲଟ, ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂ ସମେତ ପାଖାପାଖି ୮୭୦ ଗ୍ରାମ ଓଜନର ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍ ୩୯ରୁ ୪୦ Continue Reading
Odisha News
ଭୁବନେଶ୍ବର,୨୭/୧୨: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।ତେଣେ ଗଞ୍ଜାମ ଜିଲ୍ଲାକୁ ଫେରିଛି କୋଭିଡ କଟକଣା। କୋଭିଡ ନିୟମାବଳୀ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବାହାର ରାଜ୍ୟର ପର‌୍ୟ୍ୟଟକଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଥିବା ସେ କହିଛନ୍ତି।ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ Continue Reading
Odisha News
ଭୁବନେଶ୍ୱର,୨୩/୧୨:ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍.ଏମ୍ ରାଜେନ୍ଦ୍ରନଙ୍କର ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।୧୯୯୯ ମହାବାତ୍ୟା ପରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଥିଲେ ଏମ୍.ଏମ୍ ରାଜେନ୍ଦ୍ରନ। ରାଜ୍ୟପାଳ ହେବା ପୂର୍ବରୁ ସେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଥିଲେ। ୧୯୫୭ ବ୍ୟାଚ୍ରେ Continue Reading
Odisha News
ଭୁବନେଶ୍ୱର,୨୩/୧୨ : ହୁସିଆର୍; ଆପଣଙ୍କ ନାଁରେ ହୋଇନି ତ କ୍ରେଡିଟ୍ କାର୍ଡ? ଥରେ ଯାଇ ଯାଞ୍ଚ କରିନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ। କାରଣ ରାଜଧାନୀ ଭୁବନେଶ୍ୱର ବୁଲୁଛନ୍ତି କ୍ରେଡିଟ୍ କାର୍ଡ ଜାଲିଆ। ଆପଣଙ୍କ ନାଁରେ ନକଲି କାଗଜପତ୍ର କରି ଇସ୍ୟୁ କରୁଛନ୍ତି କ୍ରେଡିଟ୍ କାର୍ଡ।ଆଉ ପରବର୍ତ୍ତୀ ସମୟରେ ସ୍ୱାବ୍ କରି ଉଠାଇ ନେଉଛନ୍ତି ଟଙ୍କା। ଏମିତି ଏକ ରାକେଟ୍ର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ଏହି ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିବା Continue Reading
Odisha News
ଭୁବନେଶ୍ବର,୨୩/୧୨: ଦେଶରେ କିଛି ଦିନ ହେବ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କରୋନା ପାଇଁ ସତର୍କ ରହିବାକୁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବାକୁ ସେମାନଙ୍କୁ Continue Reading
Top Stories
By Our Correspondent Bhubaneswar, Dec 23 :We4You announced the inauguration of the much-anticipated 14th Charitable Corporate Cricket League (CCCL). The league aims to bring together corporate teams in a spirit of friendly competition, fostering teamwork, sportsmanship, and networking among professionals. The Charitable Corporate Cricket League, was inaugurated by Sri Continue Reading