Home Posts tagged Bhubaneswar (Page 15)
Odisha News
ଭୁବନେଶ୍ୱର, ୮/୫ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ଘଟିଥିବା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜିତ ଜନତା ଜଣେ ଯୁବକଙ୍କୁ ଏମିତି ନିର୍ମମ ଭାବେ ପିଟିଥିଲେ ଯେ, ଶେଷରେ ତାର ଜୀବନ ଚାଲିଯାଇଛି। ଏହି ଘଟଣାକୁ ନେଇ ଏବେ ଆଇନଶୃଙ୍ଖଳା ଉପରେ ଉଠିଛି ବଡ଼ ପ୍ରଶ୍ନ।ଘଟଣା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଅଭିଯୋଗକାରୀ ଯୁବତୀ। ସେ କହିଛନ୍ତି, “ମୁଁ ଓ Continue Reading
Odisha News
ଭୁବନେଶ୍ୱର, ୪/୫ : ବିଜେପି ସରକାରଙ୍କ ବହୁ ଆଙ୍କାକ୍ଷିତ ’ସୁଭଦ୍ରା’ ଯୋଜନାରୁ ବାଦ୍ ପଡ଼ିଥିବା ୭୯ ହଜାର ହିତାଧିକାରୀଙ୍କୁ ଆଜି ଡାଇରେକ୍ଟ୍ ବେନିଫିଟ୍ ଟ୍ରାନ୍‌ସଫର (ଡିବିଟି) ମାଧ୍ୟମରେ ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯାଇଛି।ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭୁବନେଶ୍ୱରସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରୁ ଆଭାସୀ ମାଧ୍ୟମରେ ‘ସୁଭଦ୍ରା’ ଯୋଜନା ଅନ୍ତର୍ଗତ Continue Reading
Odisha News
ଭୁବନେଶ୍ୱର,୩/୫: ଓଡ଼ିଶାରେ କ୍ଷୀର ଦାମ୍ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି। ପ୍ରିମିୟମ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟର ପ୍ଲସ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୬୪ ଟଙ୍କା ହୋଇଛି। ଏହା ପୂର୍ବରୁ ୬୦ ଟଙ୍କା ଥିଲା।ସେହିପରି […]Continue Reading
Odisha News
ଭୁୁବନେଶ୍ୱର, ୧/୫ : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ପାଇଁ କରିଛନ୍ତି ବଡ ଘୋଷଣା । ଶ୍ରମିକଙ୍କ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।ଦୈନିକ ୧୦ ଟଙ୍କା ହାରରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି । ଅର୍ଥାତ ମାସକୁ ମଜୁରୀ ୩୦୦ ଟଙ୍କା ବୃଦ୍ଧି । ଏହି ବୃଦ୍ଧି ପରେ ଅଣକୁଶଳି ଶ୍ରମିକଙ୍କ ଦୈନିକ […]Continue Reading
Odisha News
ଭୁବନେଶ୍ୱର,୧/୫ ; ଦେଶର ବିକାଶରେ ଶ୍ରମିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ର ଶ୍ରମିକମାନଙ୍କ କଠିନ ପରିଶ୍ରମ ଉପରେ ନିର୍ଭରଶୀଳ। କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରମିକମାନେ କଠିନ ପରିଶ୍ରମ କରିଥାନ୍ତି। ତେଣୁ ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ପ୍ରତିବରସ ମେ\’ ଏକ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ Continue Reading
Odisha News
ଭୁବନେଶ୍ୱର, ୩୦/୪ : ସୁଭଦ୍ରା ଯୋଜନାରେ ନୂତନ ପଞ୍ଜିକରଣ ପାଇଁ ଆରମ୍ଭ ହୋଇଥିବା ଆବେଦନ ଆଜି ଶେଷ ହେବାକୁ ଯାଉଛି ।ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ ଆଜି ଶେଷ ଦିନ । ସୁଭଦ୍ରା ପୋର୍ଟାଲରେ ମହିଳାମାନେ ଆବେଦନ କରିପାରିବେ । ସେହିପରି ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ରରେ ମଧ୍ୟ ମହିଳାମାନେ ଯାଇ ଆବେଦନ କରିପାରିବେ ।ଏପ୍ରିଲ ୧ରୁ ସୁଭଦ୍ରା ନୂତନ ପଞ୍ଜିକରଣ ପାଇଁ ଆବେଦନ […]Continue Reading
Odisha News
ଭୁବନେଶ୍ୱର,୨୪/୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଖରାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା।ସକାଳୁ ଟାଇଁ ଟାଇଁ ଖରା ଡରାଉଥିବା ବେଳେ ଦିନସାରା ତତଲା ପବନ ଦେହକୁ ପୋଡି ଦେଉଛି। ଏଭଳି ପରିସ୍ଥିତିରେ ଆହୁରି ଦୁଇଦିନ ଅର୍ଥାତ୍ ୨୫ ତାରିଖ ଯାଏ ରାଜ୍ୟରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ Continue Reading
Odisha News
ଭୁବନେଶ୍ୱର, ୨୪/୪ : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତିରେ ଆଉଟୁ ପାଉଟୁ ରାଜ୍ୟ । ଖରାର ପ୍ରକୋପରେ ବର୍ତ୍ତିବା ମୁସ୍କିଲ୍ । ଆଉ ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଗଣଶିକ୍ଷା […]Continue Reading
Odisha News
ଭୁବନେଶ୍ୱର, ୨୩/୪ : ଗୃହ ତାଲିକାକରଣ ଏବଂ ଜନଗଣନା ୨୦୨୭ ସମୟରେ ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର (SOP) ଜାରି କରିଛନ୍ତି।ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା, ସାରା ରାଜ୍ୟରେ ସୁଗମ ଜନଗଣନା କାର୍ଯ୍ୟ ବଜାୟ ରଖିବା ସହିତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ।ଏହି ଝଙଚ ରେ ଚିହ୍ନଟ ନିୟମ, Continue Reading
Odisha News
ଭୁବନେଶ୍ୱର, ୨୨/୪ : ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି ।ଏହି ପରିପ୍ରେକ୍ଷୀରେ ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ମାନ୍ୟବର ସାଂସଦବୃନ୍ଦ, ଓଡ଼ିଶା ବିଧାନସଭାର ସଚିବଙ୍କ ମାଧ୍ୟମରେ ମାନ୍ୟବର Continue Reading