Home Posts tagged Bhubaneswar (Page 144)
Odisha News
ଭୁବନେଶ୍ୱର ,୨୮/୪: ସାରା ରାଜ୍ୟକୁ କଲବଲ କରିବାରେ ଲାଗିଛି ପ୍ରଚଣ୍ଡ ଖରା। ଶନିବାର ଭଳି ରବିବାର ମଧ୍ୟ ସମଗ୍ର ରାଜ୍ୟ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ। ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି।୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ରେକର୍ଡ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି।ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲେ ହେଁ ବାୟୁମଣ୍ଡଳରେ ପ୍ରବଳ ଆର୍ଦତା Continue Reading
Odisha News
ଭୁବନେଶ୍ବର, ୨୭/୪: ଓଡ଼ିଶାବାସୀ ପ୍ରବଳ ଖରାରେ ସିଝୁଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ତତଲା ଝାଞ୍ଜିରେ ଛଟପଟ ହେଉଛନ୍ତି। ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି।ଅନୁଗୁଳରେ ତାପମାତ୍ରା ୪୪.୭ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରି ଏବଂ ବାରିପଦାରେ ୪୪.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୩୩ଟି ସହରରେ Continue Reading
Top Stories
By Our Correspondent Bhubaneswar,Apr27: A community development project was inaugurated in Chitwan, Nepal on Friday with financial assistance from India. The Apron Dhungre Khola River Training Work Project constructed under ‘Nepal-India Development Cooperation’ was inaugurated by Avinash Kumar Singh, First Secretary at the Indian Embassy in Kathmandu. The Continue Reading
Odisha News
ଭୁବନେଶ୍ବର, ୨୭/୪: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓଡ଼ିଶା ସପ୍ତଦଶ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧାରୁ ଲଢ଼ିବେ।ଖୋର୍ଦ୍ଧାରେ କାଲୁ ଖଣ୍ଡାୟତଙ୍କ ସ୍ଥାନରେ ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଭରସା କରିଛି।ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗୀତାଞ୍ଜଳି ସେଠୀ ଓ ଅଭିନେତା ଅରିନ୍ଦମ ରାୟଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି।କେନ୍ଦ୍ରାପଡ଼ାରୁ Continue Reading
Odisha News
ଭୁବନେଶ୍ବର,୨୭/୪ : ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବଦଳରେ ପ୍ରାର୍ଥୀ ବଦଳାଇଛନ୍ତି।ସାମ୍ବାଦିକତାରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମବୁଦ୍ଧ ଦାସଙ୍କୁ ବିଜେଡି ଭୋଗରାଇ ଆସନରେ ଅବତୀର୍ଣ୍ଣ କରିଛି।ସେହିପରି ବିଜେଡି ଖୋର୍ଦ୍ଧାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ନିରାଶ ହେବାକୁ ପଡ଼ିଛି। ଖୋର୍ଦ୍ଧାରେ ବିଜେଡି ରାଜେନ୍ଦ୍ର ସାହୁ ଓ Continue Reading
Odisha News
ନୂଆପଡା,୨୭/୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟିଏ ଇଞ୍ଜିନ ଆସିଛି ।ଯଦି ଡବଲ୍ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟିଏ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ଭାଜପାକୁ କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ଏଭଳି […]Continue Reading
Business News Top Stories
By Chitta Ranjan Beura Bhubaneswar, April 26: The 19th half-yearly meeting of Bhubaneswar Town Official Language Implementation Committee (Undertakings) was organized today at NALCO’s Corporate Office. Shri Sridhar Patra, Chairman-cum-Managing Director of NALCO, presided over the meeting. In the meeting, Shri Nirmal Kumar Dubey, Head, Regional Implementation Office (East), Continue Reading
Odisha News
ଭୁବନେଶ୍ବର/ସୋର,୨୬/୪: ସୋର ବିଧାୟକ ପର୍ଶୁରାମ ଧଡ଼ା ଆଜି ରାଜ୍ୟ କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି।ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।ଏହାସହ ପର୍ଶୁରାମଙ୍କର ଘରବାହୁଡ଼ା ହୋଇଛି ବୋଲି କହିଛନ୍ତି ମନମୋହନ Continue Reading
Odisha News
ଭୁବନେଶ୍ୱର,୨୬/୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ୮ଟି ଜିଲାକୁ ରେଡ ୱାର୍ଣ୍ଣିଂ, ୧୭ଟି ଜିଲାକୁ ଅରେଞ୍ଜ […]Continue Reading
Odisha News
ଭୁବନେଶ୍ବର, ୨୫/୪: ଆଜି ଦିନ ତମାମ ରାଜ୍ୟବାସୀ ତତଲା ଖରା ଓ ଝାଞ୍ଜିରେ ଭାଜି ହୋଇଛନ୍ତି। ଅପରାହ୍ଣ ୨ଟା ୩୦ରେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି।ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଝାରସୁଗୁଡ଼ାବାସୀ ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ପରେ ଭୁବନେଶ୍ବର, ସମ୍ବଲପୁର ଓ ହୀରାକୁଦ ଦ୍ବିତୀୟ ସର୍ବାଧିକ Continue Reading