Home Posts tagged Bhubaneswar (Page 143)
Odisha News
ଭୁବନେଶ୍ୱର,୧୬/୪ : କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍ ଭିତରକୁ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପିଟିଲେ।ଅଣ ଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ୩ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଆଜି ରାଜଧାନୀର ମହର୍ଷି କଲେଜରେ ଘଟିଛି।ଭୁବନେଶ୍ୱର ମହର୍ଷି କଲେଜରେ Continue Reading
Odisha News
ଭୁବନେଶ୍ବର,୧୬/୪: ଏପ୍ରିଲ ୧୭ ତାରିଖରୁ ସମ୍ବଲପୁର ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସମେତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଅଙ୍ଗନବାଡ଼ିରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ।ଅନ୍ୟପଟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ସ୍କୁଲ। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସ୍କୁଲ ଛୁଟିକୁ ୨ ଦିନ ପାଇଁ ବଢ଼ାଇ ଦିଆଯାଇଛି।ସେହିପରି ରାଜ୍ୟ ସରକାରଙ୍କ Continue Reading
Odisha News
ଭୁବନେଶ୍ବର,୧୫/୪: କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।ଆଜି ଦିନ ୨ ଟା ୩୦ ସୁଦ୍ଧା ତାପମାତ୍ରାଭୁବନେଶ୍ୱର: ୪୧.୦ ଡ଼ିଗ୍ରିଝାରସୁଗୁଡା: ୪୧.୦ Continue Reading
Odisha News
ଭୁବନେଶ୍ବର,୧୫/୪: ଏଣିକି ଓଡ଼ିଆ ଭାଷାରେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା ହେବ। ସିଏପିଏଫ୍ ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନକୁ ଗୃହ ମନ୍ତ୍ରଣାଳୟ ମଞ୍ଜୁରି କରିଛି।କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଐତିହାସିକ ନିଷ୍ପତ୍ତି Continue Reading
Odisha News
ଭୁବନେଶ୍ବର,୧୪/୪: ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର‌୍ୟ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ଭଳି ଆଜି ପୁଣି ଥରେ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି। ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ଶୁକ୍ରବାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ଡ଼ିଗ୍ରି ରେକର୍ଡ ହୋଇଛି। ସେହିଭଳି ଟ୍ୱିନ ସିଟିରେ ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି। କଟକରେ ଏହା ୪୧.୨ ଥିବା Continue Reading
Odisha News
ଭୁବନେଶ୍ୱର,୧୪/୪ : କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ। ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୭ରେ ଉତ୍ତର ଉପକୂଳ ଓଡ଼ିଶାରେ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏନେଇ ଆଜି ପାଣିପାଗ ବିଭାଗ ସୂଚନା ଦେଇଛି।ସୂଚନା ମୁତାବକ, ଆଜି ଦିନ ସାଢ଼େ ୨ଟା […]Continue Reading
Odisha News
ଭୁବନେଶ୍ୱର,୧୪/୪: ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରନ୍ତି। ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର‌୍ୟ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ।ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ Continue Reading
Odisha News
ଭୁବନେଶ୍ୱର,୧୩/୪ : ରାଜ୍ୟରେ ବଢ଼ୁଛି ତାତି। ଅସମ୍ଭାଳ ହେଉଛି ଜୀବନ ଯାତ୍ରା। ଘରୁ ବାହାରିବା ପାଇଁ ଭୟ ଲାଗୁଛି। ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ଆଜି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମିକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ କହିଛନ୍ତି, ସ୍କୁଲ ଓ ଅଙ୍ଗନବାଡ଼ି ୧୬ ତାରିଖ ଯାଏଁ ବନ୍ଦ ରହିଛି। ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ମନ୍ତ୍ରୀ Continue Reading
Odisha News
ଭୁବନେଶ୍ଵର,୧୨/୪: ପାଞ୍ଚ ବର୍ଷ ପରେ ଆପଣ କେଉଁ ରୋଗରେ ଆକ୍ରାନ୍ତ ହେବେ? ଆଜିଠାରୁ ତାହା ଆକଳନ କରି କହିଦେବ ଏମ୍‌ସ ଭୁବନେଶ୍ଵର। କାରଣ ଚିକିତ୍ସା ବିଜ୍ଞାନରେ ଯୋଡିହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଟେକ୍ନୋଲୋଜି। ଏଥିଲାଗି ଆଇଆଇଟି ଭୁବନେଶ୍ଵର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଏମ୍‌ସ ଭୁବନେଶ୍ଵର।ଏମଓୟୁ ମୁତାବକ, ଉଭୟ ଅନୁଷ୍ଠାନ ସହଯୋଗରେ ରିସର୍ଚ୍ଚ ଉପରେ କାମ କରିବେ। ଏକ୍ସରେ, MRI ଆଦିରେ AI ଟେକ୍ନୋଲୋଜି ବ୍ୟବହାର ହେବ। ଏବେ Continue Reading
Odisha News
ଭୁବନେଶ୍ବର,୧୨/୪: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି। Continue Reading