Home Posts tagged Bhubaneswar (Page 12)
Odisha News
ଭୁବନେଶ୍ୱର, ୩୧/୧୨: ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେଇଛନ୍ତି ।ନୂଆ ବର୍ଷରେ ଓଡ଼ିଶାକୁ ନୂଆ ଶାସନ ସଚିବ ମିଳିଥିବା ବେଳେ ଓଡ଼ିଶା ଇତିହାସରେ ଜଣେ ମହିଳାଙ୍କ ହାତକୁ ଯାଇଛି ମୁଖ୍ୟ ଶାସନ ସଚିବ ପଦବୀ । ଉନ୍ନୟନ କମିସନର ଥିବା ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ […]Continue Reading
Odisha News
ଭୁବନେଶ୍ୱର, ୩୧/୧୨ : ଅଲଚିକି ଲିପି ଏବଂ ସାନ୍ତାଳୀ ଭାଷା ସାହିତ୍ୟର ପ୍ରଚାରକ ମାଳତୀ ମୁର୍ମୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ସରକାରୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।ମାଳତୀ ମୁର୍ମୁ ମିସନ ଅଲଚିକିର ଦୃଢ଼ ସଂଗଠକ ଥିଲେ । ସାନ୍ତାଳୀ ଏବଂ ଅଲିଚିକି ଲିପିର ପ୍ରଚାର ପ୍ରସାରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମାଳତୀ ମାସିକ […]Continue Reading
Odisha News
ଭୁବନେଶ୍ୱର, ୨୯/୧୨ : ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ରାତି ୧୨ଟା ୩୦ ପରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିବ। ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ସେନେଇ ବସିଥିଲା ବୈଠକ […]Continue Reading
Odisha News
ଭୁବନେଶ୍ୱର,୨୯/୧୨ : ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ୨୯ ଡିସେମ୍ବର ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ ।ଏନେଇ ଚଳିତ ବର୍ଷ ନନ୍ଦନକାନନରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପ୍ରତିଷ୍ଠା ଦିବସ। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ଯୋଗଦେବେ ।ନୂଆ ଖୁଆଡ଼ର ଶୁଭ ଉଦଘାଟନ କରିବେ । ଉତ୍ତର-ପୂର୍ବ ପଟତଳ, ଛୋଟ ବିରାଡ଼ି ଖୁଆଡ, ସମ୍ମୁଖ କାଚ ଦୃଶ୍ୟମାନ କଲରାପତରିଆ ବାଘ […]Continue Reading
Odisha News
ଭୁବନେଶ୍ବର, ୨୭/୧୨ : ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ନେଇ କୁହାଯାଇଛି । ହାତୀ ନଯିବା ପର୍ଯ୍ୟନ୍ତ ଶିଖରଚଣୀ ପୀଠକୁ ବନ୍ଦ ରଖାଯାଇଛି ।ଖବର ଅନୁସାରେ, ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ୨ ଦନ୍ତା ହାତୀ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ ।ତେବେ […]Continue Reading
Odisha News
ଭୁବନେଶ୍ୱର,୨୬/୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରଦାନ କରିଛନ୍ତି।ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ୍ରପ ଆଉଟ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ୍ ସେବା। ଉଭୟ ଏସି ଓ ନନ ଏସି ବସ୍‌ରେ ଏହି ସେବା […]Continue Reading
Odisha News
ଭୁବନେଶ୍ୱର,୨୬/୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି କିନ୍ତୁ ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି।ବବି ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରତାପ ଜେନା ଓ ସଞ୍ଜୟ ଦାଶବର୍ମାଙ୍କ ନାଁ ନେଇ ବର୍ଷିଛନ୍ତି ପ୍ରଭାତ। ସେ କହିଛନ୍ତି, ଏମାନେ ଅଯଥା ଦଳୀୟ କାର‌୍ୟ୍ୟକ୍ରମରେ ହସ୍ତକ୍ଷେପ ନ କରନ୍ତୁ। ହାରି ଯାଇଥିବା ବିଜେଡି Continue Reading
Odisha News
ଭୁବନେଶ୍ୱର, ୨୬/୧୨ : ଆଜି ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି। ଦୀର୍ଘ ଦିନ ହେବା ବିଜେଡିକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଉପରେ ବକ୍ତବ୍ୟ ରଖିଛନ୍ତି ସଭାପତି।ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା କାଉଣ୍ଟର କରି କହିଛନ୍ତି, ବିଜେଡି ଅଛି Continue Reading
Top Stories
By Tapaswini Sahoo Bhubaneswar/Odisha, Dec 23 : CSIR–Institute of Minerals and Materials Technology (CSIR-IMMT), Bhubaneswar, organised a Workshop-cum-Training Programme on “S&T Intervention for Revitalising Heritage Metal Craft of Odisha” to strengthen traditional metal craftsmanship through modern scientific and technological interventions. The programme saw Continue Reading