Home Posts tagged Bhubaneswar (Page 13)
Odisha News
ଭୁବନେଶ୍ୱର, ୩/୭ : ରାଜ୍ୟ ସରକାରୀ ଅର୍ଥ କାରବାରକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରୀ ଉଦ୍ୟୋଗ, ସଂସ୍ଥା ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସିର ସମସ୍ତ ବ୍ୟାଙ୍କିଂ କାରବାର କେବଳ ୧୪ଟି ଅନୁମୋଦିତ ବ୍ୟାଙ୍କ ମାଧ୍ୟମରେ ହେବ। ଏହି ତାଲିକାରୁ ପ୍ରମୁଖ ଘରୋଇ (ପ୍ରାଇଭେଟ୍) ବ୍ୟାଙ୍କଗୁଡ଼ିକ ବାଦ୍ ପଡ଼ିଛନ୍ତି।ଅର୍ଥ ବିଭାଗର ପ୍ରଧାନ ସଚିବ ସଞ୍ଜୀବ କୁମାର Continue Reading
Odisha News
ଭୁବନେଶ୍ୱର,୩/୭: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଢାଳିଛି ।ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା ୫/୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଲଗାଣ ବର୍ଷା ସମ୍ଭାବନା ଅଛି ।ଏହା ପରେ ବର୍ଷା ପ୍ରକୋପ କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି । କିଛି କିଛି ସ୍ଥାନରେ ବର୍ଷା ରହିବ । ଉତ୍ତର […]Continue Reading
Top Stories
By Subrat Sarangi Paradeep/Odisha, July 2 : AM/NS Ports extended its support to the Government of India’s Pulse Polio Campaign, ensuring that life saving vaccines reached every corner of Paradeep thereby reaffirming its dedication to public health. Conducted during June 28–30, 2026, the initiative was organised in collaboration with Biju Memorial Hospital, with AM/NS Ports Continue Reading
Odisha News
ଭୁବନେଶ୍ୱର, ୨/୭ : ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ‘ଲକ୍ଷ୍ମୀପୁରାଣ’କୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂଶୋଧିତ ୧ କୋଟି ‘ଲକ୍ଷ୍ମୀପୁରାଣ’ ରାଜ୍ୟବ୍ୟାପୀ ବଣ୍ଟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ସେ କହିଛନ୍ତି, ସଂଶୋଧିତ ‘ଲକ୍ଷ୍ମୀପୁରାଣ’କୁ ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ଗୀତା ଦାସ ସ୍ୱର ଦେବେ। ଏହା ମାଧ୍ୟମରେ ନୂଆ ପିଢ଼ିଙ୍କ Continue Reading
Odisha News
ଭୁବନେଶ୍ୱର, ୨/୭ : ଟେନସନରେ ଜେଲ୍ କର୍ତ୍ତୃପକ୍ଷ । ଝାରପଡ଼ା ଜେଲରେ ବଢୁଛି HIVପଜିଟିଭ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି ।କିଛି ଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ ଆକ୍ରାନ୍ତ ହୋଇଥିଲେ । କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ ।ଏହାପରେ ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ୍ Continue Reading
Odisha News
ଭୁବନେଶ୍ଵର, ୧/୭ : ଓଡ଼ିଶା ପୋଲିସକୁ ସଫଳତା । ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା ହାସଲ କରିଛି ।ବେଆଇନ୍ ନିଶା କାରବାର, ଗଞ୍ଜେଇ ଚାଷ, ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ଜିରୋ ଟଲେରାନ୍ସ ନୀତି ଆଧାରରେ ଓଡ଼ିଶା ପୋଲିସ କ୍ରମାଗତ ଭାବେ କଠୋର ପଦକ୍ଷେପ ଗ୍ରହଣ କରିଛି ।ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ବ୍ୟାପକ ଅଭିଯାନରେ ୬୩, ୭୨୦ ଏକରରୁ ଅଧିକ ବେଆଇନ […]Continue Reading
Odisha News
ଭୁବନେଶ୍ୱର, ୩୦/୬ : ଓଡ଼ିଶାରେ କିଛିଦିନ ଧରି ଦୁର୍ବଳ ରହିଥିବା ମୌସୁମୀ ବର୍ଷା ପୁଣି ଜୋର ଧରିବାକୁ ଯାଉଛି। ଜୁଲାଇ ୧ରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଇଏମଡି ସୂଚନା ଅନୁସାରେ, ବୁଧବାର ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି Continue Reading
Odisha News
ଭୁବନେଶ୍ୱର ୩୦/୬ : ଭୁବନେଶ୍ୱର କୋଳଥିଆ ଛକରେ କୃଷ୍ଣଚନ୍ଦ୍ର ପାଢୀ ହତ୍ୟା ଘଟଣା । ପ୍ରେମ ପାଇଁ ଡବଲ ମର୍ଡର ହୋଇଥିବା ଅଭିଯୋଗ ହୋଇଛି । ପୁଅ କୃଷ୍ଣ ପାଢ଼ୀଙ୍କ ହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀଙ୍କ ବି ମୃତ୍ୟୁ ହୋଇଛି। ଏବେ ବି ଭଉଣୀ ଏମ୍‌ସରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅନ୍ୟପଟେ ଧରାପଡ଼ିଥିବା ୨ ଅଭିଯୁକ୍ତ ନାବାଳକ ବୋଲି ଜଣାପଡ଼ିଛି । ୨ ନାବାଳକଙ୍କୁ ଘଟଣା ସମ୍ପର୍କରେ ଜେରା କରୁଛି ପୋଲିସ।ଖବର […]Continue Reading
Business News Top Stories
By Tapaswini Sahoo Bhubaneswar/ Odisha, June 29 : The All-Odisha Business Summit – “UTKARSH 2026”, jointly organized by the Federation of Trade and Industry of India (FTII) in association with the National Traders’ Welfare Board (NTWB), Government of India, was successfully held today at Hotel Lemon Tree Premier, Bhubaneswar. The summit was graced by Hon’ble Continue Reading
Odisha News
ଭୁବନେଶ୍ୱର, ୨୯/୬ : ସରକାରୀ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଉପରେ ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କୁ ଦିଆଯାଇଥିବା ପାଠ୍ୟ ପୁସ୍ତକ ପ୍ରତ୍ୟାହୃତ କରାଯିବ ନାହିଁ । ଏହା ବଦଳରେ ସମସ୍ତ ବିଦ୍ୟାଳୟକୁ ସଂଶୋଧିତ ପାଠ୍ୟ ପୁସ୍ତକ ଦିଆଯିବ । ବିଦ୍ୟାଳୟରେ ଶିକ୍ଷକମାନେ ସଂଶୋଧିତ ପାଠ୍ୟ ପୁସ୍ତକ ବ୍ୟବହାର କରିବେ । ଉକ୍ତ ସଂଶୋଧିତ ବହିକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଧାନ ଶିକ୍ଷକଙ୍କୁ Continue Reading