Home Posts tagged Bhubaneswar (Page 118)
Odisha News
ଭୁବନେଶ୍ୱର,୫/୮: ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି ।ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ବାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ Continue Reading
Odisha News
ଓଡ଼ିଶା, ୫/୮ : ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ବ୍ଲାକ୍‌ମେଲ କରିବାରୁ ଉତ୍ତରପ୍ରଦେଶରୁ ଆସୁଛି ଆଳୁ। ବର୍ତ୍ତମାନ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଶ୍ରୀ ପାତ୍ର କହିଛନ୍ତି, ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ସମ୍ପୂର୍ଣ୍ଣ ମିଛ। ଉତ୍ତରପ୍ରଦେଶ ଆସିଥିବା ଆଳୁ ଓଡ଼ିଶାରେ ବିକ୍ରି ହେଲାଣି। ୟୁପି ଆଳୁର କ୍ୱାଲିଟି ବହୁତ ଭଲ। Continue Reading
Odisha News
ଭୁବନେଶ୍ୱର, ୪/୮ : ମାନବ ଜୀବନରେ ଏକ ସୁନ୍ଦର ଉପହାର ହେଉଛି ବନ୍ଧୁ। ଏହି ଉପହାରକୁ ଉପଭୋଗ କରିବା ପାଇଁ ଦେବତା ବି ନର ରୂପ ଧାରଣ କରିଛନ୍ତି। ‘ନିର୍ବାସିତର ବିଳାପ’ରେ ମଧୁସୂଦନ ରାଓ ଲେଖିଥିଲେ,’କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତ ଲାଗି ଦେବତା ନର।’ମର୍ତ୍ତ୍ୟ ମଣ୍ଡଳରେ ବନ୍ଧୁତାର ଏ ଅମୃତକୁ ଆସ୍ୱାଦନ ପାଇଁ ଯେତେବେଳ ଦେବତା ନର ରୂପ ଧାରଣ କରିଛନ୍ତି ଛାର ମଣିଷ ଏଥିରୁ ବାଦ୍ ପଡିବ ବା କିପରି। Continue Reading
Odisha News
ଭୁବନେଶ୍ବର, ୩/୮: ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ Continue Reading
Odisha News
ଭୁବନେଶ୍ୱର,୩/୮: ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍‌ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଯାଜପୁର ଭିଙ୍ଗାରପୁରର ସତ୍ୟଜିତ ବୋଲି ଜଣାପଡ଼ିଛି। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ।ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର Continue Reading
Top Stories
By Our Correspondent Bhubaneswar,  Aug 3 : Leading institutiondedicated to nurturing and developing the next generation of fashion and interior design professionals, NIFD GlobalBhubaneswar recently hosted its highly anticipated annual event, Navyata 2024, a dazzling showcase of design innovation and creativity in the presence of Chief Guest Ashley Rebello, the Continue Reading
Top Stories
By Our Correspondent  Bhubaneswar, Aug 2 : The Council of Scientific and Industrial Research-Institute of Minerals and Materials Technology (CSIR-IMMT) has successfully concluded a one-month professional training program on “Recent Trends in Mineral Characterization, Beneficiation, Metallurgy, and Materials Development” for Graduate Engineer Trainees Continue Reading
Odisha News
ଭୁବନେଶ୍ୱର,୨/୮: ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡି ପୂର୍ବତନ ବିଧାୟକ ଅମର ଶତପଥୀ ଘିଅ ଢାଳିଲା ଭଳି ଉତ୍ତର ରଖିଛନ୍ତି। ଦଳର ଆମୂଳଚୁଳ ସଂଗଠନ ଠିକ୍ ନକଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ଅମର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି। ସଂଗଠନ ଠିକ୍ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଦେଖାଯାଉ କଣ ହେଉଛି।ଅନ୍ୟପକ୍ଷେ ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ […]Continue Reading
Odisha News
ଭୁବନେଶ୍ୱର,୧/୮:ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର‌୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାରେ ବର୍ଷା ହେବ। ଆଉ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅର୍ଥାତ ଆସନ୍ତା ୨ ଓ ୩ ତାରିଖରେ ବର୍ଷା […]Continue Reading